Your Astrology Guru Lyrics
ରାଜା କହେ ରାଣୀ ଶୁଣ ଲୋ କାହାଣି
Raja Kahe Rani Your Astrology Guru Lyrics In Odia Language
((( ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ )))
ଯେତେ କରିଲେ କରମ ଯେତେ କରିଲେ ଧରମ
ଯେତେ କରିଲେ କରମ ଯେତେ କରିଲେ ଧରମ
ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମ ନାମ
ସତ ମୁ କହୁଚି ତୋ ରାଣ ଖାଉଚି
ସତ ମୁ କହୁଚି ତୋ ରାଣ ଖାଉଚି
କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
ବସାଇ ନାଆରେ ନେଲା ସେ ବାହିରେ
ବସାଇ ନାଆରେ ନେଲା ସେ ବାହିରେ
ଜନମେ ରାମ ନାମ ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
ଜନମେ ରାମ ନାମ ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
((( ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ )))
ଯେତେ କରିଲେ କରମ ଯେତେ କରିଲେ ଧରମ
ଯେତେ କରିଲେ କରମ ଯେତେ କରିଲେ ଧରମ
ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମ ନାମ
ସତ ମୁ କହୁଚି ତୋ ରାଣ ଖାଉଚି
ସତ ମୁ କହୁଚି ତୋ ରାଣ ଖାଉଚି
Raja Kahe Rani Suna Lo Kahani Your Astrology Guru Lyrics In Odia Language
Thank You