Loading...

299 Big Street, Govindpur, India

Open daily 10:00 AM to 10:00 PM

Raja Kahe Rani Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ରାଜା କହେ ରାଣୀ ଶୁଣ ଲୋ କାହାଣି

Raja Kahe Rani Your Astrology Guru Lyrics In Odia Language

((( ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ )))

ଯେତେ କରିଲେ କରମ ଯେତେ କରିଲେ ଧରମ
ଯେତେ କରିଲେ କରମ ଯେତେ କରିଲେ ଧରମ
ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମ ନାମ
ସତ ମୁ କହୁଚି ତୋ ରାଣ ଖାଉଚି
ସତ ମୁ କହୁଚି ତୋ ରାଣ ଖାଉଚି


କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
ବସାଇ ନାଆରେ ନେଲା ସେ ବାହିରେ
ବସାଇ ନାଆରେ ନେଲା ସେ ବାହିରେ


ଜନମେ ରାମ ନାମ ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
ଜନମେ ରାମ ନାମ ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ

((( ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣ ଲୋ କାହାଣି
ସୀତା ରାମଙ୍କର ଅଲିଭା ବାଣୀ )))

ଯେତେ କରିଲେ କରମ ଯେତେ କରିଲେ ଧରମ
ଯେତେ କରିଲେ କରମ ଯେତେ କରିଲେ ଧରମ
ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମ ନାମ
ସତ ମୁ କହୁଚି ତୋ ରାଣ ଖାଉଚି
ସତ ମୁ କହୁଚି ତୋ ରାଣ ଖାଉଚି

Raja Kahe Rani Suna Lo Kahani Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00