Your Astrology Guru Lyrics
ପେଟ ପାଈଁ ମା ବିକେ ଯଦି ଛୁଆ
ତୋର କଣ ଗଲାରେ
peta pain maa Your Astrology Guru Lyrics in odia language
ପେଟ ପାଈଁ ମା ବିକେ ଯଦି ଛୁଆ
ତୋର କଣ ଗଲାରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ଅନାଥକୁ ଯଦି ଭାତ ନ ମିଳିଲା
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ତୁ ସିନା ମହା ସୁଖୀ ତୋ ସୁଖ ସହରେ
କୋଟି କୋଟି ଦୁଖୀ ପରା ତୋ ବଡ ଦାଣ୍ଡରେ
ତୁ ସିନା ମହା ସୁଖୀ ତୋ ସୁଖ ସହରେ
କୋଟି କୋଟି ଦୁଖୀ ପରା ତୋ ବଡ ଦାଣ୍ଡରେ
ତୁ ସିନା ଶୋଇଯାଉ ଚନ୍ଦନ ଶେଜରେ
ଗରିବର ରାତି ବିତେ ଭଙ୍ଗା ମାଟି ଘରେ
ଭିକାରିକୁ ଯଦି ଭିକ ନ ମିଳିଲା
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ତୋ ପାଇଁ ସବୁଦିନ ପଖାଳରେ ଘିଅ
ଭିକାରିର ଭୋକ ମରେ ପିଇ ଆଖି ଲୁହ
ତୋ ପାଇଁ ସବୁଦିନ ପଖାଳରେ ଘିଅ
ଭିକାରିର ଭୋକ ମରେ ପିଇ ଆଖି ଲୁହ
ତୋ ପାଇଁ ଖଞ୍ଜା ଖୀରା ସନ୍ଦେଶ ରାବିଡି
ଟୋପେ ଖୀର ପାଈଁ ମରେ ମାଆର ଶଙ୍ଖାଳି
ମୁଁ କେବେ ଯଦି ମରେ କାନ୍ଦି କାନ୍ଦି
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ପେଟ ପାଈଁ ମା ବିକେ ଯଦି ଛୁଆ
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ଅନାଥକୁ ଯଦି ଭାତ ନ ମିଳିଲା
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
peta pain maa bike jadi chhua Your Astrology Guru Lyrics in odia language
Thank You