Loading...

299 Big Street, Govindpur, India

Open daily 10:00 AM to 10:00 PM

Peta Pain Maa Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ପେଟ ପାଈଁ ମା ବିକେ ଯଦି ଛୁଆ
ତୋର କଣ ଗଲାରେ

peta pain maa Your Astrology Guru Lyrics in odia language


ପେଟ ପାଈଁ ମା ବିକେ ଯଦି ଛୁଆ
ତୋର କଣ ଗଲାରେ

ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ଅନାଥକୁ ଯଦି ଭାତ ନ ମିଳିଲା
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…



ତୁ ସିନା ମହା ସୁଖୀ ତୋ ସୁଖ ସହରେ

କୋଟି କୋଟି ଦୁଖୀ ପରା ତୋ ବଡ ଦାଣ୍ଡରେ
ତୁ ସିନା ମହା ସୁଖୀ ତୋ ସୁଖ ସହରେ
କୋଟି କୋଟି ଦୁଖୀ ପରା ତୋ ବଡ ଦାଣ୍ଡରେ
ତୁ ସିନା ଶୋଇଯାଉ ଚନ୍ଦନ ଶେଜରେ
ଗରିବର ରାତି ବିତେ ଭଙ୍ଗା ମାଟି ଘରେ
ଭିକାରିକୁ ଯଦି ଭିକ ନ ମିଳିଲା
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…



ତୋ ପାଇଁ ସବୁଦିନ ପଖାଳରେ ଘିଅ

ଭିକାରିର ଭୋକ ମରେ ପିଇ ଆଖି ଲୁହ
ତୋ ପାଇଁ ସବୁଦିନ ପଖାଳରେ ଘିଅ
ଭିକାରିର ଭୋକ ମରେ ପିଇ ଆଖି ଲୁହ
ତୋ ପାଇଁ ଖଞ୍ଜା ଖୀରା ସନ୍ଦେଶ ରାବିଡି
ଟୋପେ ଖୀର ପାଈଁ ମରେ ମାଆର ଶଙ୍ଖାଳି
ମୁଁ କେବେ ଯଦି ମରେ କାନ୍ଦି କାନ୍ଦି
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…


ପେଟ ପାଈଁ ମା ବିକେ ଯଦି ଛୁଆ
ତୋର କଣ ଗଲା ରେ

ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ଅନାଥକୁ ଯଦି ଭାତ ନ ମିଳିଲା
ତୋର କଣ ଗଲା ରେ
ତୁ ତ ଷାଠିଏ ପଉଟି ଵାଲା ରେ
ତୁ ତ ଷାଠିଏ ପଉଟି ଵାଲା
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…
ହୁଁ ହୁଁ ଲା ଲା ଲା…ହୁଁ ହୁଁ ଲା ଲା ଲା…


peta pain maa bike jadi chhua Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00