Loading...

299 Big Street, Govindpur, India

Open daily 10:00 AM to 10:00 PM

Panchama Duara Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ ଦେଉଳକୁ ତୋର

Panchama Duara Kholide Kalia Your Astrology Guru Lyrics In Odia Language

ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ ଦେଉଳକୁ ତୋର
ବଡ ଦେଉଳକୁ ତୋର
ଦୁଃଖ ନାସନ ତୁ ସେ ଦୁଆର ହେଉ
କେବେଳ ଦୁଃଖୀଙ୍କ ଦ୍ୱାର
ପଞ୍ଚମ ଦୁଆର ଖୋଲିଦେ କାଳିଆ


ସେ ଦୁଆରେ ନ ରହୁରେ ଅଢା ଆକଟ
ଦୁଃଖିଟିଏ ପାଉ ସିଧା ତୋହରି ଭେଟ
ହୋ ସେ ଦୁଆରେ ନ ରହୁରେ ଅଢା ଆକଟ
ଦୁଃଖିଟିଏ ପାଉ ସିଧା ତୋହରି ଭେଟ
ଅଭାବରେ ଥିଲେ ସିନା ତୋ ଭାବ ବଢେ
ଅଭାବରେ ଥିଲେ ସିନା ତୋ ଭାବ ବଢେ
ଭାବକୁ ତୁହି ନିକଟ
ଜାଣୁ ଏ ଜଗତ ଦିନଜନ ପାଇଁ
ଅଲଗା ତୋର ବିଚାର
ପଞ୍ଚମ ଦୁଆର ଖୋଲିଦେ କାଳିଆ


ଦୁଃଖୀ ଯେବେ ନ ପାଇବ ଦର୍ଶନ ତୋର
କିବା ଆଉ ଖୋଲା ଥାଇ ଚାରି ଦୁଆର
ହୋ ଦୁଃଖୀ ଯେବେ ନ ପାଇବ ଦର୍ଶନ ତୋର
କିବା ଆଉ ଖୋଲା ଥାଇ ଚାରି ଦୁଆର
ଦୁଃଖିଟିଏ ଫେରିଗଲେ ତୁ ହେଉ ଦୁଃଖୀ
ଦୁଃଖିଟିଏ ଫେରିଗଲେ ତୁ ହେଉ ଦୁଃଖୀ
ଦୁଃଖୀ ନ ହେବୁ ଏଥର
ପଞ୍ଚମ ଦୁଆର ଭକତରେ ତୋର
ପଡିବ ଆଗ ନଜର
ପଞ୍ଚମ ଦୁଆର ଖୋଲିଦେ କାଳିଆ

ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ ଦେଉଳକୁ ତୋର
ବଡ ଦେଉଳକୁ ତୋର
ଦୁଃଖ ନାସନ ତୁ ସେ ଦୁଆର ହେଉ
କେବେଳ ଦୁଃଖୀଙ୍କ ଦ୍ୱାର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ ଦେଉଳକୁ ତୋର

Panchama Duara Kholide Kalia Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00