Your Astrology Guru Lyrics
ଯଶୋଦା ବାହୁନୁ ଥିଲା ଦିନେ ତୋ ପାଇଁ
ରାଧିକା ବାହୁନୁ ଥିଲା ଦିନେ ତୋ ପାଇଁ
jasoda bahunu thila Your Astrology Guru Lyrics in odia language
ଯଶୋଦା ବାହୁନୁ ଥିଲା ଦିନେ ତୋ ପାଇଁ
ରାଧିକା ବାହୁନୁ ଥିଲା ଦିନେ ତୋ ପାଇଁ
ଯଶୋଦା ବାହୁନୁ ଥିଲା ଦିନେ ତୋ ପାଇଁ
ରାଧିକା ବାହୁନୁ ଥିଲା ଦିନେ ତୋ ପାଇଁ
ବାହୁନି ବାହୁନି ତତେ ମୁଁ ପାଉନି
କାଇଁ ଗଲୁ ଦେଖା ନାହିଁ
କହେଁଇ ରେ କହେଁଇ କହେଁଇ ରେ କହେଁଇ
ଯଶୋଦା ବାହୁନୁ ଥିଲା ଦିନେ ତୋ ପାଇଁ
ରାଧିକା ବାହୁନୁ ଥିଲା ଦିନେ ତୋ ପାଇଁ
ହଜାରେ ପୁନେଇ ଗଲା ଡେଇଁ ଡେଇଁ
ଏଡିକି ନାଟୁଆ ତୁ ଦେଖା ତୋର ନାହିଁ
ହୋ…ଏବେ ତ ଜୀବନ ଲାଗୁଚି ଉଆଁସ
ଲୁହରେ ଭାସେ ମୋ ଆଶାର ଉଆସ
ସୁଦାମା ବାହୁନୁ ଥିଲା ଦିନେ ତୋ ପାଇଁ
ଉଦ୍ଧବ ବାହୁନୁ ଥିଲା ଦିନେ ତୋ ପାଇଁ
ବାହୁନି ବାହୁନି ତତେ ମୁଁ ପାଉନି
କାଇଁ ଗଲୁ ଦେଖା ନାହିଁ
କହେଁଇ ରେ କହେଁଇ କହେଁଇ ରେ କହେଁଇ
ଯଶୋଦା ବାହୁନୁ ଥିଲା ଦିନେ ତୋ ପାଇଁ
ରାଧିକା ବାହୁନୁ ଥିଲା ଦିନେ ତୋ ପାଇଁ
ଗଛରୁ ପତର ଝରି ଝରି ଯାଏ
ବସନ୍ତ ଆସିଲେ ଶୋଭା ପୁଣି ପାଏ
ହୋ..ବୟସ ଗଛରୁ ଝଡିଲେ ପତର
ଅଲୋଡ଼ା ପାଉଁଶ ମଶାଣି ଭୁଇଁର
ବିଦୁର ବାହୁନୁ ଥିଲା ଦିନେ ତୋ ପାଇଁ
ଦାସିଆ ବାହୁନୁ ଥିଲା ଦିନେ ତୋ ପାଇଁ
ବାହୁନି ବାହୁନି ତତେ ମୁଁ ପାଉନି
କାଇଁ ଗଲୁ ଦେଖା ନାହିଁ
କହେଁଇ ରେ କହେଁଇ କହେଁଇ ରେ କହେଁଇ
ଯଶୋଦା ବାହୁନୁ ଥିଲା ଦିନେ ତୋ ପାଇଁ
ରାଧିକା ବାହୁନୁ ଥିଲା ଦିନେ ତୋ ପାଇଁ
ଯଶୋଦା ବାହୁନୁ ଥିଲା ଦିନେ ତୋ ପାଇଁ
ରାଧିକା ବାହୁନୁ ଥିଲା ଦିନେ ତୋ ପାଇଁ
ବାହୁନି ବାହୁନି ତତେ ମୁଁ ପାଉନି
କାଇଁ ଗଲୁ ଦେଖା ନାହିଁ
କହେଁଇ ରେ କହେଁଇ କହେଁଇ ରେ କହେଁଇ
କହେଁଇ ରେ କହେଁଇ କହେଁଇ ରେ କହେଁଇ
କହେଁଇ ରେ କହେଁଇ କହେଁଇ ରେ କହେଁଇ
jasoda bahunu thila dine to pain Your Astrology Guru Lyrics in odia language
Thank You