Loading...

299 Big Street, Govindpur, India

Open daily 10:00 AM to 10:00 PM

Jamuna Nai Re Khele Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ଯମୁନା ନଈରେ ଖେଳେ ଭଉଁରୀ
ରଧାକୁ ଲାଗିଚି କଳା କାଉଁରୀ

jamuna nai re khele bhaunri Your Astrology Guru Lyrics in odia language


(ଗୌରୀ ଆଲୋ ଗୌରୀ
ଗୌରୀ ଆଲୋ ଗୌରୀ)
ଯମୁନା ନଈରେ ଖେଳେ ଭଉଁରୀ
(ଆଲୋ ଗୌରୀ ଆଲୋ ଗୌରୀ)
ରଧାକୁ ଲାଗିଚି କଳା କାଉଁରୀ
(ଆଲୋ ଗୌରୀ ଆଲୋ ଗୌରୀ)
ଯମୁନା ନଈରେ ଖେଳେ ଭଉଁରୀ ଆଲୋ ଗୌରୀ
ରଧାକୁ ଲାଗିଚି କଳା କାଉଁରୀ ଆଲୋ ଗୌରୀ
ମାନୁନାହିଁ କିଛି ବାଧା ସଜହୁଏ ଦେଖ ରାଧା
ମାନୁନାହିଁ କିଛି ବାଧା ସଜହୁଏ ଦେଖ ରାଧା
ଶିରିକ୍ଷେତ୍ର ଯିବ ଚଢି ସଵାରୀ
(ଆଲୋ ଗୌରୀ ଆଲୋ ଗୌରୀ)
ଯମୁନା ନଈରେ ଖେଳେ ଭଉଁରୀ
(ଆଲୋ ଗୌରୀ ଆଲୋ ଗୌରୀ)



ଲେଖିଚି ଗୋରା ଅଙ୍ଗେ ଲୋ ଦେଖ କହେଁଇ ନାମ
ଘାରିଚି ବ୍ରଜାବାଳିକି କଳା କାଇଁଚ ପ୍ରେମ
ଲେଖିଚି ଗୋରା ଅଙ୍ଗେ ଲୋ ଦେଖ କହେଁଇ ନାମ
ଘାରିଚି ବ୍ରଜବାଳିକି କଳା କାଇଁଚ ପ୍ରେମ
ଲାଗିଚି ଭାବର ଡୋରି ଯାଉଚି ରାଇ କିଶୋରୀ
ଲାଗିଚି ଭାବର ଡୋରି ଯାଉଚି ରାଇ କିଶୋରୀ
ନାଚିବାକୁ କଳା କାନ୍ହୁକୁ ଧରି
(ଆଲୋ ଗୌରୀ ଆଲୋ ଗୌରୀ)
ଯମୁନା ନଈରେ ଖେଳେ ଭଉଁରୀ
(ଆଲୋ ଗୌରୀ ଆଲୋ ଗୌରୀ)



ଗୁନ୍ଥିଚି ମଲ୍ଲୀମାଳତୀ ମଧୁବନରୁ ଆଣି
ରତନ ବେଦି ଉପରେ ଆଜି ହେବ ବରଣୀ
ଗୁନ୍ଥିଚି ମଲ୍ଲୀମାଳତୀ ମଧୁବନରୁ ଆଣି
ରତନ ବେଦି ଉପରେ ଆଜି ହେବ ବରଣୀ
ହେଉ ପଛେ ଯେତେ ନିନ୍ଦା
ଛନ୍ଦା ପାଦେ ହେବ ବନ୍ଧା
ହେଉ ପଛେ ଯେତେ ନିନ୍ଦା
ଛନ୍ଦା ପାଦେ ହେବ ବନ୍ଧା
ଯିବ ନାହିଁ ଗୋପ ପୁରକୁ ଫେରି
(ଆଲୋ ଗୌରୀ ଆଲୋ ଗୌରୀ)

ଯମୁନା ନଈରେ ଖେଳେ ଭଉଁରୀ ଆଲୋ ଗୌରୀ
ରଧାକୁ ଲାଗିଚି କଳା କାଉଁରୀ ଆଲୋ ଗୌରୀ
ମାନୁନାହିଁ କିଛି ବାଧା ସଜହୁଏ ଦେଖ ରାଧା
ମାନୁନାହିଁ କିଛି ବାଧା ସଜହୁଏ ଦେଖ ରାଧା
ଶିରିକ୍ଷେତ୍ର ଯିବ ଚଢି ସଵାରୀ
(ଆଲୋ ଗୌରୀ ଆଲୋ ଗୌରୀ)
ଯମୁନା ନଈରେ ଖେଳେ ଭଉଁରୀ ଆଲୋ ଗୌରୀ
ରଧାକୁ ଲାଗିଚି କଳା କାଉଁରୀ ଆଲୋ ଗୌରୀ

jamuna nai re khele bhaunri Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00