Table of Contents
Your Astrology Guru Lyrics
Lo Radha Lo Radha Debadasira Ghungura Your Astrology Guru Lyrics In Odia Language
ଲୋ ରାଧା ଲୋ ରାଧା ଲୋ ରାଧା ଲୋ ରାଧା
ଦେବଦାସୀର ଘୁଙ୍ଗୁର ଦେବଦାସୀର ଘୁଙ୍ଗୁର
କଲା ଅସୁବିଧା କାନ୍ହୁ ପଡିଚି ବନ୍ଧା
ମୋ କାନ୍ହୁ ପଡିଚି ବନ୍ଧା
ଲୋ ରାଧା ଲୋ ରାଧା ଲୋ ରାଧା ଲୋ ରାଧା
ଲୋ ରାଧା ଲୋ ରାଧା ଲୋ ରାଧା ଲୋ ରାଧା
ଏମିତି ଘୁଙ୍ଗୁର କିଏ ସେ ଦେଲା ଦେବଦାସୀକୁ
ରାସରେ ରାସରେ ରସେଇ ଦେଲା ସବୁ ରାତିକୁ
ହାଁ ଏମିତି ଘୁଙ୍ଗୁର କିଏ ସେ ଦେଲା ଦେବଦାସୀକୁ
ରାସରେ ରାସରେ ରସେଇ ଦେଲା ସବୁ ରାତିକୁ
ସେ ତ ଛନ୍ଦେ ଛନ୍ଦେ ପ୍ରୀତି ଛନ୍ଦା
ତାର ଚାହାଣୀରେ ଲକ୍ଷେ ରାଧା
ଶୟନ ସେବିକା ପୁଣି ଶୟନ ସେବିକା ପୁଣି
ପୁଣ୍ୟ ନିଶି ଗନ୍ଧା କାନ୍ହୁ ପଡିଚି ବନ୍ଧା
ମୋ କାନ୍ହୁ ପଡିଚି ବନ୍ଧା
ଲୋ ରାଧା ଲୋ ରାଧା ଲୋ ରାଧା ଲୋ ରାଧା
ଲୋ ରାଧା ଲୋ ରାଧା ଲୋ ରାଧା ଲୋ ରାଧା
ଦେବଦାସୀ ପୁଣି ନାଚୁଚି ଯେବେ ଘୁଙ୍ଗୁର ନାଇ
ଗୋଟିଏ ଘୁଙ୍ଗୁର ଗୋଟିଏ ଗୋପୀ ଯାଉଚି ହୋଇ
ହାଁ ଦେବଦାସୀ ପୁଣି ନାଚୁଚି ଯେବେ ଘୁଙ୍ଗୁର ନାଇ
ଗୋଟିଏ ଘୁଙ୍ଗୁର ଗୋଟିଏ ଗୋପୀ ଯାଉଚି ହୋଇ
ଯେବେ ରାତି ହୁଏ ଗୋପୀ ମୟ
କଳା କାନ୍ହୁ ହୁଏ ନିରୁପାୟ
ପ୍ରୀତି ପାଇଁ ଲେଖା ତାର ପ୍ରୀତି ପାଇଁ ଲେଖା ତାର
କପାଳରେ ନିନ୍ଦା କାନ୍ହୁ ପଡିଚି ବନ୍ଧା
ମୋ କାନ୍ହୁ ପଡିଚି ବନ୍ଧା
ଲୋ ରାଧା ଲୋ ରାଧା ଲୋ ରାଧା ଲୋ ରାଧା
ଲୋ ରାଧା ଲୋ ରାଧା ଲୋ ରାଧା ଲୋ ରାଧା
ଦେବଦାସୀର ଘୁଙ୍ଗୁର ଦେବଦାସୀର ଘୁଙ୍ଗୁର
କଲା ଅସୁବିଧା କାନ୍ହୁ ପଡିଚି ବନ୍ଧା
ମୋ କାନ୍ହୁ ପଡିଚି ବନ୍ଧା
ମୋ କାନ୍ହୁ ପଡିଚି ବନ୍ଧା
ମୋ କାନ୍ହୁ ପଡିଚି ବନ୍ଧା