Your Astrology Guru Lyrics
ଛଅ ଖଣ୍ଡ କାଠରେ ହେବ ଶଵାରୀ
Chha Khanda Kathare Heba Sabari Your Astrology Guru Lyrics In Odia Language
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଯଉତୁକ ନେବି ନାହିଁ ଖାଲି ହାତେ ଯିବି ମୁହିଁ
ସାଙ୍ଗସାଥି ବାପାଭାଇ ଛାଡି ଯିବି ଏକା ହୋଇ
ଛାଡି ଯିବି ଏକା ହୋଇ
ଅଫେରସ କରି ମୁଁ ଚାଲିବ ଥିରି
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଫେରସ କରି ମୁଁ ଚାଲିବ ଥିରି
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଯେତିକି ମୋ ଥିବ ପୁଣ୍ୟ ସେପାରିରେ ସିଏ ଘର
ଯେବେ ଯିବି ସେ ଘରକୁ ମୋ କରମ ପୁରୁଷକୁ
ମୋ କରମ ପୁରୁଷକୁ
ମିଛ ଦୁନିଆରେ ସେ ସତ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ମିଛ ଦୁନିଆରେ ସେ ସତ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
Chha Khanda Kathare Heba Sabari Your Astrology Guru Lyrics In Odia Language
Thank You