Loading...

299 Big Street, Govindpur, India

Open daily 10:00 AM to 10:00 PM

Mu Je Lajare Your Astrology Guru Lyrics In Odia Language

Anuradha Paudwal

Your Astrology Guru Lyrics

ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ

Mu Je Lajare Chahin Paruni Your Astrology Guru Lyrics In Odia Language

ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
ମୋ ଆଖି କଳାରେ ମୁହଁ ତାର କଳା
ମୋ ଆଖି କଳାରେ ମୁହଁ ତାର କଳା
ମୋ ସିନ୍ଦୁର ନାଲି କଲା ତା ଓଠକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ


ନିତି ରାତି ଅଧେ ମଳୟ ବହୁଛି
ରୁଣୁଝୁଣୁ ଝୁଣୁ ଘୁଙ୍ଗୁର ବାଜୁଛି
ଘୁଙ୍ଗୁର ବାଜୁଛି ଘୁଙ୍ଗୁର ବାଜୁଛି
ଆଳତି ଆଲୁଅ ବିଛୁଡି ପଡୁଛି
ଦେଉଳ ଦେଉଳ ଘର ମୋ ବାସୁଛି
ଥିରି ଥିରି କରି ପାଦ ଥାପି କରି
ଥିରି ଥିରି କରି ପାଦ ଥାପି କରି
କେହି ଜଣେ ମୋର ଆସୁଛି ଘରକୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ


ନୀଳାଚଳ ପରି ମନ ମୋ ଲାଗୁଛି
ଶେଯରେ ତୁଳସୀ ଦୟଣା ଝରୁଛି…..
ଶେଯରେ ତୁଳସୀ ଦୟଣା ଝରୁଛି
ତଅଙ୍ଗ ଚନ୍ଦନ ମୋ ଦେହେ ବୋଲୁଛି
ମରତରେ ମୋତେ ସରଗ କରୁଛି
କଳା ପାଟ ପିନ୍ଧା କାଳିଆ ନାଗର
କଳା ପାଟ ପିନ୍ଧା କାଳିଆ ନାଗର
ଚୋରି କରେ ଯେବେ କହିବି କାହାକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ

ମୋ ଆଖି କଳାରେ ମୁହଁ ତାର କଳା
ମୋ ଆଖି କଳାରେ ମୁହଁ ତାର କଳା
ମୋ ସିନ୍ଦୁର ନାଲି କଲା ତା ଓଠକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
ମୁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ

Mu Je Lajare Chahin Paruni Kala Muhanku Your Astrology Guru Lyrics In Odia Language


Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00