Loading...

299 Big Street, Govindpur, India

Open daily 10:00 AM to 10:00 PM

Chha Khanda Kathare Your Astrology Guru Lyrics In Odia Language

Anuradha Paudwal

Your Astrology Guru Lyrics

ଛଅ ଖଣ୍ଡ କାଠରେ ହେବ ଶଵାରୀ

Chha Khanda Kathare Heba Sabari Your Astrology Guru Lyrics In Odia Language

ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି


ଯଉତୁକ ନେବି ନାହିଁ ଖାଲି ହାତେ ଯିବି ମୁହିଁ
ସାଙ୍ଗସାଥି ବାପାଭାଇ ଛାଡି ଯିବି ଏକା ହୋଇ
ଛାଡି ଯିବି ଏକା ହୋଇ
ଅଫେରସ କରି ମୁଁ ଚାଲିବ ଥିରି
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଫେରସ କରି ମୁଁ ଚାଲିବ ଥିରି
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି


ଯେତିକି ମୋ ଥିବ ପୁଣ୍ୟ ସେପାରିରେ ସିଏ ଘର
ଯେବେ ଯିବି ସେ ଘରକୁ ମୋ କରମ ପୁରୁଷକୁ
ମୋ କରମ ପୁରୁଷକୁ
ମିଛ ଦୁନିଆରେ ସେ ସତ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ମିଛ ଦୁନିଆରେ ସେ ସତ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ଶଵାରୀ
ସେଇ ଶଵାରୀରେ ମୁଁ ଯିବି ସେପାରି

Chha Khanda Kathare Heba Sabari Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00