Your Astrology Guru Lyrics
ଏ ଭାଇ ଟିକେ ଧରିବ ମତେ
ପିଉ ପିଉ ପିଇ ଗଲି
a bhai tike dhariba mate Your Astrology Guru Lyrics in odia language
ଏ ଭାଇ ଟିକେ ଧରିବ ମତେ
ଏ ଭାଇ ଟିକେ ଧରିବ ମତେ
ପିଉ ପିଉ ପିଇ ଗଲି
ଏତେ କେବେ ପିଇ ନଥିଲି
ଭାଇ ମୋର ଶୁଣ ମୋତେ
ଭାବିବନି ମଦୁଆ ବୋଲି
ଏ ଭାଇ ଟିକେ ଧରିବ ମତେ
ଏ ଭାଇ ଟିକେ ଧରିବ ମତେ
ହସୁଥିଲି ଖେଳୁଥିଲି ଆଉ ବୁଲୁଥିଲି
ତୁମ ପରି ଭଲ ମଣିଷଟିଏ ମୁଁ ଥିଲି
ହସୁଥିଲି ଖେଳୁଥିଲି ଆଉ ବୁଲୁଥିଲି
ତୁମ ପରି ଭଲ ମଣିଷଟିଏ ମୁଁ ଥିଲି
ପ୍ରେମ ନିଶାରେ ଯେବେଠୁ ପଡ଼ିଗଲି
ଦୁନିଆଠୁ ନିଜକୁ ପର କଲି
ପ୍ରେମ ନିଶାରେ ଯେବେଠୁ ପଡ଼ିଗଲି
ଦୁନିଆଠୁ ନିଜକୁ ପର କଲି
ଯାହା ପାଇଁ ସବୁ ଛାଡି
ଯାଯାବର ମୁଁ ସାଜିଲି
ଦେଖା ନାହିଁ ସିଏ ଆଜି କାଲି
କଣ ବୁଝିଲ
ଏ ଭାଇ ଟିକେ ଧରିବ ମତେ
ଏ ଭାଇ ଟିକେ ଧରିବ ମତେ
ତୁମେବି ତ କାହାକୁ ଭାଇ ଭଲ ପାଇଥିବ
ତାକୁ ନେଇ ମନରେ କେତେ ଆଶା ବାନ୍ଧିଥିବ
ତୁମେବି ତ କାହାକୁ ଭାଇ ଭଲ ପାଇଥିବ
ତାକୁ ନେଇ ମନରେ କେତେ ଆଶା ବାନ୍ଧିଥିବ
ହେଲେ ଭାଇ ମନେ ରଖ ଗୋଟେ କଥା
ଭଲ ପାଇବନି କାହାକୁ ଅଧିକା
ହେଲେ ଭାଇ ମନେ ରଖ ଗୋଟେ କଥା
ଭଲ ପାଇବନି କାହାକୁ ଅଧିକା
ମୋ ପରି ହେଇଯିବ ଚାଲୁ ଚାଲୁ ପଡୁଥିବ
ବାଟ ସାରା ଝୁଂଟୁ ଥିବ ଖାଲି
କଣ ବୁଝିଲ
ଏ ଭାଇ ଟିକେ ଧରିବ ମତେ
ଏ ଭାଇ ଟିକେ ଧରିବ ମତେ
ପିଉ ପିଉ ପିଇ ଗଲି
ଏତେ କେବେ ପିଇ ନଥିଲି
ଭାଇ ମୋର ଶୁଣ ମୋତେ
ଭାବିବନି ମଦୁଆ ବୋଲି
ଏ ଭାଇ ଟିକେ ଧରିବ ମତେ
ଏ ଭାଇ ଟିକେ ଧରିବ ମତେ
ଏ ଭାଇ ଟିକେ ଧରିବ ମତେ
ଏ ଭାଇ ଟିକେ ଧରିବ ମତେ
a bhai tike dhariba mate Your Astrology Guru Lyrics in odia language
Thank You