Loading...

299 Big Street, Govindpur, India

Open daily 10:00 AM to 10:00 PM

Akasare Kete Tara Your Astrology Guru Lyrics In Odia Language

Ranjan Gaan

Your Astrology Guru Lyrics

ଆକାଶରେ କେତେ ତାରା

ଆଖି ଖୋଜେ ଖାଲି ଚନ୍ଦ୍ରମା

akasare kete tara Your Astrology Guru Lyrics in odia language

ଆକାଶରେ କେତେ ତାରା

ଆଖି ଖୋଜେ ଖାଲି ଚନ୍ଦ୍ରମା
ଦୁନିଆ ଭିଡ ଭିତରେ
ମନ ଖୋଜୁଥାଏ ପ୍ରିୟତମା
ଆକାଶରେ କେତେ ତାରା
ଆଖି ଖୋଜେ ଖାଲି ଚନ୍ଦ୍ରମା
ଦୁନିଆ ଭିଡ ଭିତରେ
ମନ ଖୋଜୁଥାଏ ପ୍ରିୟତମା
ସେ ପ୍ରିୟତମା ଆସେ ସପନେ ଖାଲି
ହେଲେ ଜୀବନରେ ଆସେନି ଯମା
ସେ ପ୍ରିୟତମା ଆସେ ସପନେ ଖାଲି
ହେଲେ ଜୀବନରେ ଆସେନି ଯମା
ଆକାଶରେ କେତେ ତାରା
ଆଖି ଖୋଜେ ଖାଲି ଚନ୍ଦ୍ରମା
ଦୁନିଆ ଭିଡ ଭିତରେ
ମନ ଖୋଜୁଥାଏ ପ୍ରିୟତମା
ସାଗର ନଈ କୂଳେ ଖୋଜେ ମୁ ତାକୁ ଯାଇ
ସବୁଠି ତା ଛାଈ ହେଲେ ସେ ମିଳେ ନାହିଁ
ସାଗର ନଈ କୂଳେ ଖୋଜେ ମୁ ତାକୁ ଯାଇ
ସବୁଠି ତା ଛାଈ ହେଲେ ସେ ମିଳେ ନାହିଁ
ଯାହାକୁ ଦେଖେ ତାକୁ ପଚାରେ ପାଖେ ଯାଇ
ମୋ ପ୍ରିୟତମା କୁ କେ ଦେଖିଛ କୁହ ଭାଇ
ପାଗଳ ମୋତେ କହି ଦିଅନ୍ତି ସେ ଦୁରେଇ
ମୋ ମନ କଥା କେହି ବୁଝେନି ଯମା
ପାଗଳ ମୋତେ କହି ଦିଅନ୍ତି ସେ ଦୁରେଇ
ମୋ ମନ କଥା କେହି ବୁଝେନି ଯମା
ଆକାଶରେ କେତେ ତାରା
ଆଖି ଖୋଜେ ଖାଲି ଚନ୍ଦ୍ରମା
ଦୁନିଆ ଭିଡ ଭିତରେ
ମନ ଖୋଜୁଥାଏ ପ୍ରିୟତମା
ଜାଣେନି କାହିଁ ତାକୁ ଏତେ ମୁଁ ଭଲପାଏ
ଯାହାକୁ ଜୀବନରେ ଦେଖିନି ଆଜିଯାଏ
ଜାଣେନି କାହିଁ ତାକୁ ଏତେ ମୁଁ ଭଲପାଏ
ଯାହାକୁ ଜୀବନରେ ଦେଖିନି ଆଜିଯାଏ
ଖୋଜି ଖୋଜି ଯେ ତାକୁ ପାଦ ମୋ ଥକିଯାଏ
ଏମିତି କଷ୍ଟ ଦେଇ କି ସୁଖ ପାଏ ସିଏ
ଏତିକି ଜାଣେ ଖାଲି ଦିନେନା ଦିନେ ମୋତେ
ମିଳିଯିବ ଯେ ସେଇ ମୋ ପ୍ରିୟତମା
ଏତିକି ଜାଣେ ଖାଲି ଦିନେନା ଦିନେ ମୋତେ
ମିଳିଯିବ ଯେ ସେଇ ମୋ ପ୍ରିୟତମା
ଆକାଶରେ କେତେ ତାରା
ଆଖି ଖୋଜେ ଖାଲି ଚନ୍ଦ୍ରମା
ଦୁନିଆ ଭିଡ ଭିତରେ
ମନ ଖୋଜୁଥାଏ ପ୍ରିୟତମା
ସେ ପ୍ରିୟତମା ଆସେ ସପନେ ଖାଲି
ହେଲେ ଜୀବନରେ ଆସେନି ଯମା
ସେ ପ୍ରିୟତମା ଆସେ ସପନେ ଖାଲି
ହେଲେ ଜୀବନରେ ଆସେନି ଯମା
ସେ ପ୍ରିୟତମା ଆସେ ସପନେ ଖାଲି
ହେଲେ ଜୀବନରେ ଆସେନି ଯମା
ସେ ପ୍ରିୟତମା ଆସେ ସପନେ ଖାଲି
ହେଲେ ଜୀବନରେ ଆସେନି ଯମା

akasare kete tara Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00