Table of Contents
Your Astrology Guru Lyrics
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
A Rupa A Chehera Your Astrology Guru Lyrics In Odia Language
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
ପରି ନା ଅପ୍ସରୀ କହ କୋଉଠୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
କାହାର ସେ ଭାଗ୍ୟ ଯିଏ ତତେ ପାଇବ
କାହା ଶିରେ ହାତୀ ସୁନା କଳସି ଢ଼ାଳିବ
ହୋ…ତୋ ରୂପ ରାଇଜର ସିଏ ହବ ରଜା
ଆଖି ଓଠ ଦେହ ତୋର ହବ ତାର ପ୍ରଜା
ଏ ଆଖି ଏ ଚାହାଣି ତୁ କୋଉଠୁ ଆଣିଚୁ
ଏ ମିଠା ମିଠା ହସ ତୁ କହାଠୁ ପାଇଚୁ
ଚାନ୍ଦ ଚାନ୍ଦିନୀରେ ସତେ ଗାଧେଇ ଆସିଚୁ
ଫୁଲରୁ ଆସିଚୁ ନା ମେଘରୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
ସୁନା ରୂପ ହୀରା ମୋତି ଥିଲେ କି ହବ
ତୁ ଯାହାର ସେ ଧନି ବା କି କରିବ
ହୋ…ଜିତି ମୁଁ ଆସିଚି ବୋଲି ଗରବ ଥିଲା
ପ୍ରଥମ ଥର ଏ ମନ କହାଠୁ ହାରିଲା
ଏ ଜ୍ୟୋତି ଲାବଣ୍ୟ ତୁ କୋଉଠୁ ଆଣିଚୁ
ସୁଷମା ଏ ମାଧୁରୀ ତୁ କାହାଠୁ ପାଇଚୁ
ଆଉ କୋଉ ଦୁନିଆରୁ ଚାଲି ତୁ ଆସିଚୁ
ସରଗୁ ଖସିଚୁ ନା ପାତାଳୁ ଫୁଟିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
ପରି ନା ଅପ୍ସରୀ କହ କୋଉଠୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
A Rupa A Chehera Your Astrology Guru Lyrics In Odia Font
A Rupa A Chehera Tu Kahathu Anichu
A Ranga Jaubana Tu Kauthu Paichu
A Rupa A Chehera Tu Kahathu Anichu
A Ranga Jaubana Tu Kauthu Paichu
Pari Na Apsari Kaha Kauthu Asichu
Jahnaru Asichu Na Tararu Asichu
Jahnaru Asichu Na Tararu Asichu
A Rupa A Chehera Tu Kahathu Anichu
A Ranga Jaubana Tu Kauthu Paichu
Kahara Se Bhagya Jia Tate Paiba
Kaha Sire Hati Suna Kalasi Dhaliba
Ho To Rupa Raijara Sia Haba Raja
Akhi Otha Deha Tora Haba Tara Praja
A Akhi A Chahani Tu Kauthu Anichu
A Mitha Mitha Hasa Tu Kahathu Paichu
Chanda Chandinire Sate Gadhei Asichu
Fularu Asichu Na Megharu Asichu
Jahnaru Asichu Na Tararu Asichu
A Rupa A Chehera Tu Kahathu Anichu
A Ranga Jaubana Tu Kauthu Paichu
Suna Rupa Hira Moti Thile Ki Haba
Tu Jahara Se Dhani Ba Ki Kariba
Ho Jiti Mu Asichi Boli Garaba Thila
Prathama Thara A Mana Kahathu Harila
A Jyoti Labanya Tu Kauthu Anichu
Susama A Madhuri Tu Kahathu Paechu
Au Kau Duniaru Chali Tu Asichu
Saragu Khasichu Na Patalu Futichu
Jahnaru Asichu Na Tararu Asichu
A Rupa A Chehera Tu Kahathu Anichu
A Ranga Jaubana Tu Kauthu Paichu
Pari Na Apsari Kaha Kauthu Asichu
Jahnaru Asichu Na Tararu Asichu
Jahnaru Asichu Na Tararu Asichu