Loading...

299 Big Street, Govindpur, India

Open daily 10:00 AM to 10:00 PM

Ahe Kala Srimukha Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ

Ahe Kala Srimukha Your Astrology Guru Lyrics In Odia Language

ଆହେ…କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
ମଝି ଦରିଆରେ ମୋତେ ଫସାଇଲେ
ମଝି ଦରିଆରେ ମୋତେ ଫସାଇଲେ
ମିଳିବ ତୋତେ କି ସୁଖ ଆହେ କଳା ଶ୍ରୀମୁଖ



ତୁହି ପରା ଧାତା ଜଗତ କରତା
ତୁହି ପରା ଧାତା ଜଗତ କରତା
ତୋର ବିନା ଗତି ନାହିଁ….
ଯାହା ମୁହିଁ କରେ ତୁହି ତ କରାଉ
ଯାହା ମୁହିଁ କରେ ତୁହି ତ କରାଉ
ତୋଷାଦୋଷ ମୋର କାହିଁ
ରେ ପଙ୍କଜମୁଖ କରୁ କି ପାଇଁ ପରଖ
ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ



ମିଳୁ ଫୁଲମାଳି ଅବା ଚୂନ କାଳି
ମିଳୁ ଫୁଲମାଳି ଅବା ଚୂନ କାଳି
ମୋତେ ମୋ କରମ ପାଇଁ
କପାଳରେ ଥିଲା ବୋଲି ଭାବି ନେବି
କପାଳରେ ଥିଲା ବୋଲି ଭାବି ନେବି
ସୂଚନା କରିବି ନାହିଁ
ରେ ପଙ୍କଜମୁଖ ନହେବି ତିଳେ ବି ମୁଖ
ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
ଶୁଣ ଶୁଣ ମୋର ଡାକ…..


Ahe Kala Srimukha Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00