Loading...

299 Big Street, Govindpur, India

Open daily 10:00 AM to 10:00 PM

A Rupa A Chehera Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ

A Rupa A Chehera Your Astrology Guru Lyrics In Odia Language


ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
ପରି ନା ଅପ୍ସରୀ କହ କୋଉଠୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ






କାହାର ସେ ଭାଗ୍ୟ ଯିଏ ତତେ ପାଇବ
କାହା ଶିରେ ହାତୀ ସୁନା କଳସି ଢ଼ାଳିବ
ହୋ…ତୋ ରୂପ ରାଇଜର ସିଏ ହବ ରଜା
ଆଖି ଓଠ ଦେହ ତୋର ହବ ତାର ପ୍ରଜା
ଏ ଆଖି ଏ ଚାହାଣି ତୁ କୋଉଠୁ ଆଣିଚୁ
ଏ ମିଠା ମିଠା ହସ ତୁ କହାଠୁ ପାଇଚୁ
ଚାନ୍ଦ ଚାନ୍ଦିନୀରେ ସତେ ଗାଧେଇ ଆସିଚୁ
ଫୁଲରୁ ଆସିଚୁ ନା ମେଘରୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ








ସୁନା ରୂପ ହୀରା ମୋତି ଥିଲେ କି ହବ
ତୁ ଯାହାର ସେ ଧନି ବା କି କରିବ
ହୋ…ଜିତି ମୁଁ ଆସିଚି ବୋଲି ଗରବ ଥିଲା
ପ୍ରଥମ ଥର ଏ ମନ କହାଠୁ ହାରିଲା
ଏ ଜ୍ୟୋତି ଲାବଣ୍ୟ ତୁ କୋଉଠୁ ଆଣିଚୁ
ସୁଷମା ଏ ମାଧୁରୀ ତୁ କାହାଠୁ ପାଇଚୁ
ଆଉ କୋଉ ଦୁନିଆରୁ ଚାଲି ତୁ ଆସିଚୁ
ସରଗୁ ଖସିଚୁ ନା ପାତାଳୁ ଫୁଟିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଏ ରୂପ ଏ ଚେହେରା ତୁ କାହାଠୁ ଆଣିଚୁ
ଏ ରଙ୍ଗ ଯୋଉବନ ତୁ କୋଉଠୁ ପାଇଚୁ
ପରି ନା ଅପ୍ସରୀ କହ କୋଉଠୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ
ଜହ୍ନରୁ ଆସିଚୁ ନା ତାରାରୁ ଆସିଚୁ

A Rupa A Chehera Your Astrology Guru Lyrics In Odia Font



A Rupa A Chehera Tu Kahathu Anichu

A Ranga Jaubana Tu Kauthu Paichu

A Rupa A Chehera Tu Kahathu Anichu

A Ranga Jaubana Tu Kauthu Paichu

Pari Na Apsari Kaha Kauthu Asichu

Jahnaru Asichu Na Tararu Asichu

Jahnaru Asichu Na Tararu Asichu

A Rupa A Chehera Tu Kahathu Anichu

A Ranga Jaubana Tu Kauthu Paichu

Kahara Se Bhagya Jia Tate Paiba

Kaha Sire Hati Suna Kalasi Dhaliba

Ho To Rupa Raijara Sia Haba Raja

Akhi Otha Deha Tora Haba Tara Praja

A Akhi A Chahani Tu Kauthu Anichu

A Mitha Mitha Hasa Tu Kahathu Paichu

Chanda Chandinire Sate Gadhei Asichu

Fularu Asichu Na Megharu Asichu

Jahnaru Asichu Na Tararu Asichu

A Rupa A Chehera Tu Kahathu Anichu

A Ranga Jaubana Tu Kauthu Paichu

Suna Rupa Hira Moti Thile Ki Haba

Tu Jahara Se Dhani Ba Ki Kariba

Ho Jiti Mu Asichi Boli Garaba Thila

Prathama Thara A Mana Kahathu Harila

A Jyoti Labanya Tu Kauthu Anichu

Susama A Madhuri Tu Kahathu Paechu

Au Kau Duniaru Chali Tu Asichu

Saragu Khasichu Na Patalu Futichu

Jahnaru Asichu Na Tararu Asichu

A Rupa A Chehera Tu Kahathu Anichu

A Ranga Jaubana Tu Kauthu Paichu

Pari Na Apsari Kaha Kauthu Asichu

Jahnaru Asichu Na Tararu Asichu

Jahnaru Asichu Na Tararu Asichu





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
1 item - 393.00