Loading...

299 Big Street, Govindpur, India

Open daily 10:00 AM to 10:00 PM

A Sara Sahara Your Astrology Guru Lyrics In Odia Language

Ranjan Gaan

Your Astrology Guru Lyrics

ଏ ସାରା ସହର ଶୋଇ ପଡ଼ିଲାଣି
ମୋ ନିଦ ଯାଇଚି ହଜି

a sara sahara Your Astrology Guru Lyrics in odia language

ଏ ସାରା ସହର ଶୋଇ ପଡ଼ିଲାଣି

ଏ ସାରା ସହର ଶୋଇ ପଡ଼ିଲାଣି
ଏ ସାରା ସହର ଶୋଇ ପଡ଼ିଲାଣି
ମୋ ନିଦ ଯାଇଚି ହଜି
ଜିତିଲି କେତେ ମୁଁ ହାରିଲି କେତେ ମୁଁ
ଜିତିଲି କେତେ ମୁଁ ହାରିଲି କେତେ ମୁଁ
ହିସାବ କରୁଛି ଆଜି
ଏ ସାରା ସହର ଶୋଇ ପଡ଼ିଲାଣି
ଏ ସାରା ସହର ଶୋଇ ପଡ଼ିଲାଣି
ମୋ ନିଦ ଯାଇଚି ହଜି
ଓ ଓ ଓ ଓ ଓ ଓ ଓ ଓ
ଏଇ ସହରରେ ରଖିଥିଲି ଦିନେ
ପାଦ ଯେବେ ନୂଆ କରି
ଏଠି କେତେ ନୂଆ ଅଚିନ୍ହା ମୁହଁ ମୁଁ
ଯାଇଥିଲି ଟିକେ ଡରି
କୋଟିଏ ଭିତରେ ଗୋଟିଏ ହିଁ ମୁହଁ
ଲାଗିଥିଲା ଚିନ୍ହା ଚିନ୍ହା
ଭାବି ମୁଁ ନଥିଲି ସେଇ ମୁହଁ ପୁଣି
କରିବ ଏତେ ଛଳନା
ତଥାପି କାହିଁକି ନିଜକୁ ତା ପାଇଁ
ତଥାପି କାହିଁକି ନିଜକୁ ତା ପାଇଁ
ବିକିବାକୁ ଥିଲି ରାଜି
ଭାବିଲେ ସେ କଥା ଲୁହରେ ଲୁହରେ
ଭାବିଲେ ସେ କଥା ଲୁହରେ ଲୁହରେ
ହୃଦୟ ଯାଉଛି ଭିଜି
ଏ ସାରା ସହର ଶୋଇ ପଡ଼ିଲାଣି
ଏ ସାରା ସହର ଶୋଇ ପଡ଼ିଲାଣି
ମୋ ନିଦ ଯାଇଚି ହଜି
ଓ ଓ ଓ ଓ ଓ ଓ ଓ ଓ ଓ ଓ
ବଡ ସହରରେ ଛୋଟ ଛୋଟ କଥା
କିଏ ବା ମନେ ରଖୁଛି
ଭାଙ୍ଗିଗଲେ କାହା ମନର ସଉଧ
କାହାର କି ଯାଉଛି
ଖେଳ ଭାବି ଯିଏ ମୋ ସାଥେ
ପ୍ରେମର କରୁଥିଲା ଅଭିନୟ
ଆଜି ମୋ କଥା ଭାବିବା ପାଇଁ ବି
ନାହିଁ ତା ପାଖେ ସମୟ
ନିଜ ଛାଈ ବିନା ସାଥେ ଚାଲିବାକୁ
ନିଜ ଛାଈ ବିନା ସାଥେ ଚାଲିବାକୁ
ନାହିଁ କେହି ଆଉ ଆଜି
ଶୁଖି ଯାଆନ୍ତା କି ହୃଦୟର କ୍ଷତ
ଶୁଖି ଯାଆନ୍ତା କି ହୃଦୟର କ୍ଷତ
ଟିକିଏ ପବନ ବାଜି
ଏ ସାରା ସହର ଶୋଇ ପଡ଼ିଲାଣି
ଏ ସାରା ସହର ଶୋଇ ପଡ଼ିଲାଣି
ମୋ ନିଦ ଯାଇଚି ହଜି
ମୋ ନିଦ ଯାଇଚି ହଜି

a sara sahara soipadilani Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00