Loading...

299 Big Street, Govindpur, India

Open daily 10:00 AM to 10:00 PM

Aaina Re Nija Muhan Your Astrology Guru Lyrics In Odia Language

Ranjan Gaan

Your Astrology Guru Lyrics

ଆଇନାରେ ନିଜ ମୁହଁ ନିଜର ଲାଗୁନି

ଥିଲା କେମିତି ଚେହେରା
ଯମା ମନେ ବି ପଡୁନି

aaina re nija muhan Your Astrology Guru Lyrics in odia language

ଆଇନାରେ ନିଜ ମୁହଁ ନିଜର ଲାଗୁନି

ଥିଲା କେମିତି ଚେହେରା
ଯମା ମନେ ବି ପଡୁନି
ଆଇନାରେ ନିଜ ମୁହଁ ନିଜର ଲାଗୁନି
ଥିଲା କେମିତି ଚେହେରା ଯମା ମନେ ବି ପଡୁନି
ନିଜକୁ ଏହାର ଯେବେ କାରଣ ମୁଁ ପଚାରେ
ମନ କହେ ବହୁଦିନୁ ତୁମକୁ ଦେଖିନି ହେ ପ୍ରିୟା
ହେ ପ୍ରିୟା ହେ ପ୍ରିୟା….
ହେ ପ୍ରିୟା ହେ ପ୍ରିୟା ହେ ପ୍ରିୟା….
ଆଇନାରେ ନିଜ ମୁହଁ ନିଜର ଲାଗୁନି
ଥିଲା କେମିତି ଚେହେରା ଯମା ମନେ ବି ପଡୁନି
ନିଜକୁ ଏହାର ଯେବେ କାରଣ ମୁଁ ପଚାରେ
ମନ କହେ ବହୁଦିନୁ ତୁମକୁ ଦେଖିନି ହେ ପ୍ରିୟା
ହେ ପ୍ରିୟା ହେ ପ୍ରିୟା…..
ହେ ପ୍ରିୟା ହେ ପ୍ରିୟା ହେ ପ୍ରିୟା….
ସମୟର ଚକ ଗଡେ ଦୁନିଆ ବଦଳି ଯାଏ
ହେଲେ ମଣିଷର ପ୍ରେମ ସ୍ମୃତି ହୋଇ ରହି ଯାଏ
ସମୟର ଚକ ଗଡେ ଦୁନିଆ ବଦଳି ଯାଏ
ହେଲେ ମଣିଷର ପ୍ରେମ ସ୍ମୃତି ହୋଇ ରହି ଯାଏ
କେତେ ଥର ଝିପି ଝିପି ବରଷାର ରାତିରେ
ନିଜକୁ ଲୁଚାଇ ଥିଲ ସାଥି ମୋ ଛାତିରେ
ଆଉ ଥରେ ସେଇ ସବୁ ଦିନ କି ଫେରି ଆସିବ
ତୁମ ଯିବା ପରଠାରୁ ବର୍ଷା ହେଇନି ହେ ପ୍ରିୟା
ହେ ପ୍ରିୟା ହେ ପ୍ରିୟା….
ହେ ପ୍ରିୟା ହେ ପ୍ରିୟା ହେ ପ୍ରିୟା….
ଦେଖିଯାଅ ଥରେ ପ୍ରିୟା ବଞ୍ଚିଛି ମୁଁ କେମିତି
ନିଶ୍ୱାସ ଚାଲିଛି ଗୋଟେ ପଥରରୁ ଯେମିତି
ଦେଖିଯାଅ ଥରେ ପ୍ରିୟା ବଞ୍ଚିଛି ମୁଁ କେମିତି
ନିଶ୍ୱାସ ଚାଲିଛି ଗୋଟେ ପଥରରୁ ଯେମିତି
ନିଜ ଛାଈ ଦେଖି ପୁଣି କେବେ କେବେ ଲାଗୁଛି
କାଳେ ଆସିଗଲ ବୋଲି ଚାରିଆଡେ ଦେଖୁଛି
କଟୁଛି କେମିତି ଦିନ କଟୁଛି କେମିତି ରାତି
ତମ ରାଣ କହୁଛି ମୁଁ ନିଜେ ବି ଜାଣିନି ହେ ପ୍ରିୟା
ହେ ପ୍ରିୟା ହେ ପ୍ରିୟା….
ହେ ପ୍ରିୟା ହେ ପ୍ରିୟା ହେ ପ୍ରିୟା….
ଆଇନାରେ ନିଜ ମୁହଁ ନିଜର ଲାଗୁନି
ଥିଲା କେମିତି ଚେହେରା ଯମା ମନେ ବି ପଡୁନି
ନିଜକୁ ଏହାର ଯେବେ କାରଣ ମୁଁ ପଚାରେ
ମନ କହେ ବହୁଦିନୁ ତୁମକୁ ଦେଖିନି ହେ ପ୍ରିୟା
ହେ ପ୍ରିୟା ହେ ପ୍ରିୟା….
ହେ ପ୍ରିୟା ହେ ପ୍ରିୟା ହେ ପ୍ରିୟା….
ହେ ପ୍ରିୟା ହେ ପ୍ରିୟା ହେ ପ୍ରିୟା….
ହେ ପ୍ରିୟା ହେ ପ୍ରିୟା ହେ ପ୍ରିୟା….

aaina re nija muhan Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00