Your Astrology Guru Lyrics
ଆହେ ଚକା ଆଖି ଆହେ ଚକା ଆଖି
Ahe Chaka Akhi Sukhilani Kantha Your Astrology Guru Lyrics In Odia Language
ଆହେ ଚକା ଆଖି ଆହେ ଚକା ଆଖି
ହେ……… ଚକା ଆଖି
ଆହେ ଚକା ଆଖି ଆହେ ଚକା ଆଖି
ଆହେ ଚକା ଆଖି ଆହେ ଚକା ଆଖି
ଶୁଖିଲାଣି କଣ୍ଠ ଡାକି ଡାକି
ସତ କହୁଚି କି ମିଛ ମୁଁ କହୁଛି
ସତ କହୁଚି କି ମିଛ ମୁଁ କହୁଛି
ବାଇଶି ପାହାଚ ତୋର ସାକ୍ଷୀ
ଆହେ ଚକା ଆଖି ଆହେ ଚକା ଆଖି
ଦିନେ ନ ଶୁଣିଲୁ ଦୁଃଖ ମୋର
ତୁ କି ନୁହଁ ନାଥ ଅନାଥର
ଦିନେ ନ ଶୁଣିଲୁ ଦୁଃଖ ମୋର
ତୁ କି ନୁହଁ ନାଥ ଅନାଥର
ବଡ ଆଶା କରି ଆସିଥିଲି ଧାଇଁ
ବଡ ଆଶା କରି ଆସିଥିଲି ଧାଇଁ
ବଡ ଦାଣ୍ଡ ତୋର ଅଛି ସାକ୍ଷୀ
ଆହେ ଚକା ଆଖି ଆହେ ଚକା ଆଖି
ଆହେ ଚକା ଆଖି ଆହେ ଚକା ଆଖି
ତୋ ବିନା ମୋର କେ ଅଛି ଭବେ
କହ ମୁଁ ଡାକିବି ତାକୁ କେବେ
ତୋ ବିନା ମୋର କେ ଅଛି ଭବେ
କହ ମୁଁ ଡାକିବି ତାକୁ କେବେ
କି ପାଇଁ ନିରାଶ କରୁ ବହି ରସ
କି ପାଇଁ ନିରାଶ କରୁ ବହି ରସ
କହ ମୋର କେଉଁ ଦୋଷ ଦେଖି
ଆହେ ଚକା ଆଖି ଆହେ ଚକା ଆଖି
ଆହେ ଚକା ଆଖି ଆହେ ଚକା ଆଖି
ସବୁ ବନ୍ଧନ ମୁଁ କାଟି ଦେଇ
ତୋ ଭୁଜା ଛାଈକି ଅଛି ଚାହିଁ
ସବୁ ବନ୍ଧନ ମୁଁ କାଟି ଦେଇ
ତୋ ଭୁଜା ଛାଈକି ଅଛି ଚାହିଁ
ଦୁଃଖ ହାରି ତୋତେ ବୋଲିବି କି ଆଉ
ଦୁଃଖ ହାରି ତୋତେ ବୋଲିବି କି ଆଉ
ଭବ ଜଳେ ଯେବେ ଯାଏ ଭାସି
ତୋ ସିଂହ ଦୁଆର ଅଛି ସାକ୍ଷୀ
ତୋ ଗରୁଡ ସ୍ତମ୍ଭ ଅଛି ସାକ୍ଷୀ
ଆହେ ଚକା ଆଖି ଆହେ ଚକା ଆଖି
ଆହେ ଚକା ଆଖି ଆହେ ଚକା ଆଖି
ଶୁଖିଲାଣି କଣ୍ଠ ଡାକି ଡାକି
ସତ କହୁଚି କି ମିଛ ମୁଁ କହୁଛି
ସତ କହୁଚି କି ମିଛ ମୁଁ କହୁଛି
ବାଇଶି ପାହାଚ ତୋର ସାକ୍ଷୀ
ଆହେ ଚକା ଆଖି ଆହେ ଚକା ଆଖି
ଆହେ ଚକା ଆଖି ଆହେ ଚକା ଆଖି
Ahe Chaka Akhi Sukhilani Kantha Your Astrology Guru Lyrics In Odia Language
Thank You