Loading...

299 Big Street, Govindpur, India

Open daily 10:00 AM to 10:00 PM

Mahabahu Jaha Tuma Ichha Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ମହାବାହୁ ଯାହା ତୁମ ଇଛା ତାହା ହେଉ

Mahabahu Jaha Tuma Ichha Taha Heu Your Astrology Guru Lyrics In Odia Language

ମହାବାହୁ ମହାବାହୁ
ଆହେ….ଆହେ…..ମହାବାହୁ
ମହାବାହୁ ଯାହା ତୁମ ଇଛା ତାହା ହେଉ
ମହାବାହୁ ଯାହା ତୁମ ଇଛା ତାହା ହେଉ
ତୁମରି ଆଶ୍ରିତ ହୋଇ ଜଗନ୍ନାଥ
ତୁମରି ଆଶ୍ରିତ ହୋଇ ଜଗନ୍ନାଥ
କାହିଁକି କରିବି ଚିନ୍ତା ଆଉ
ମହାବାହୁ ଯାହା ତୁମ ଇଛା ତାହା ହେଉ



ଯେତେ ଚିନ୍ତା କଲେ କିଛି ନାହିଁ ଲାଭ
କପାଳ ଲିଖନ ଅବଶ୍ୟ ଘଟିବ
ଯେତେ ଚିନ୍ତା କଲେ କିଛି ନାହିଁ ଲାଭ
କପାଳ ଲିଖନ ଅବଶ୍ୟ ଘଟିବ
ହେ ଜନ୍ମଦାତା ଭାଗ୍ୟ ବିଧାତା
ହେ ଜନ୍ମଦାତା ଭାଗ୍ୟ ବିଧାତା
ଯୁଆଡେ ନେଉଚି ଭାଗ୍ୟ ନେଉ
ମହାବାହୁ ଯାହା ତୁମ ଇଛା ତାହା ହେଉ



ବିବେକ ବୁଝାଏ ଅବୁଝା ମନକୁ
ଚିନ୍ତା କଲେ କର ଚିନ୍ତା ମଣିବୁ
ବିବେକ ବୁଝାଏ ଅବୁଝା ମନକୁ
ଚିନ୍ତା କଲେ କର ଚିନ୍ତା ମଣିବୁ
ହେ ଚିନ୍ତାମଣି ଅପାଦ ଅପାଣି
ହେ ଚିନ୍ତାମଣି ଅପାଦ ଅପାଣି
ତୁମରି ଚିନ୍ତାରେ ଦିନ ଯାଉ
ମହାବାହୁ ଯାହା ତୁମ ଇଛା ତାହା ହେଉ
ମହାବାହୁ ଯାହା ତୁମ ଇଛା ତାହା ହେଉ
ତୁମରି ଆଶ୍ରିତ ହୋଇ ଜଗନ୍ନାଥ
ତୁମରି ଆଶ୍ରିତ ହୋଇ ଜଗନ୍ନାଥ
କାହିଁକି କରିବି ଚିନ୍ତା ଆଉ
ମହାବାହୁ ଯାହା ତୁମ ଇଛା ତାହା ହେଉ
ମହାବାହୁ ଯାହା ତୁମ ଇଛା ତାହା ହେଉ
ଯାହା ତୁମ ଇଛା ତାହା ହେଉ
ଯାହା ତୁମ ଇଛା ତାହା ହେଉ


Mahabahu Jaha Tuma Ichha Taha Heu Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00