Your Astrology Guru Lyrics
ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
Ahe Kala Srimukha Your Astrology Guru Lyrics In Odia Language
ଆହେ…କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
ମଝି ଦରିଆରେ ମୋତେ ଫସାଇଲେ
ମଝି ଦରିଆରେ ମୋତେ ଫସାଇଲେ
ମିଳିବ ତୋତେ କି ସୁଖ ଆହେ କଳା ଶ୍ରୀମୁଖ
ତୁହି ପରା ଧାତା ଜଗତ କରତା
ତୁହି ପରା ଧାତା ଜଗତ କରତା
ତୋର ବିନା ଗତି ନାହିଁ….
ଯାହା ମୁହିଁ କରେ ତୁହି ତ କରାଉ
ଯାହା ମୁହିଁ କରେ ତୁହି ତ କରାଉ
ତୋଷାଦୋଷ ମୋର କାହିଁ
ରେ ପଙ୍କଜମୁଖ କରୁ କି ପାଇଁ ପରଖ
ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
ମିଳୁ ଫୁଲମାଳି ଅବା ଚୂନ କାଳି
ମିଳୁ ଫୁଲମାଳି ଅବା ଚୂନ କାଳି
ମୋତେ ମୋ କରମ ପାଇଁ
କପାଳରେ ଥିଲା ବୋଲି ଭାବି ନେବି
କପାଳରେ ଥିଲା ବୋଲି ଭାବି ନେବି
ସୂଚନା କରିବି ନାହିଁ
ରେ ପଙ୍କଜମୁଖ ନହେବି ତିଳେ ବି ମୁଖ
ଆହେ କଳା ଶ୍ରୀମୁଖ ଶୁଣ ଶୁଣ ବାରେ ଡାକ
ଶୁଣ ଶୁଣ ମୋର ଡାକ…..
Ahe Kala Srimukha Your Astrology Guru Lyrics In Odia Language
Thank You