Loading...

299 Big Street, Govindpur, India

Open daily 10:00 AM to 10:00 PM

Bhala Hela Barsa Hela Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ଭଲ ହେଲା ବର୍ଷା ହେଲା

Bhala Hela Barsa Hela Your Astrology Guru Lyrics In Odia Language


ଭଲ ହେଲା ବର୍ଷା ହେଲା
ଭଲ ହେଲା ବର୍ଷା ହେଲା
ହେ ଭଲ ହେଲା ବର୍ଷା ହେଲା
ଭାରି ଭଲ ହେଲା ବର୍ଷା ହେଲା
ଅସରାଏ ଦି ଅସରା ଭଲ ବରଷିଲା
ଶ୍ରାବଣର ଚିଠି ଆଣି ମେଘ ଦେଇଗଲା
ସେ ଚିଠିରେ ଲେଖା ଅଛି
ତମକୁ କହିବା ପାଇଁ
ପ୍ରିୟା…ପ୍ରିୟା…ପ୍ରିୟା…
ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ






ମେଘ ତ ବରଷି ଗଲା
ହେଲେ ଏମିତି କେମିତି ହେଲା
ମେଘ ତ ବରଷି ଗଲା
ହେଲେ ଏମିତି କେମିତି ହେଲା
ଟୋପାଏ ବରଷା ପାଣି
ନିଆଁ କେମିତି ଲଗେଇ ଦେଲା
ଭଲ ହେଲା ବର୍ଷା ହେଲା
ଭାରି ଭଲ ହେଲା ବର୍ଷା ହେଲା
ବିଧବା ଏ ବଗିଚାଟା ସଧବା ସାଜିଲା
ପହିଲି ଆଷାଢ଼ କିଛି ରଙ୍ଗ ଦେଇଗଲା
ସେ ରଙ୍ଗରେ ସ୍ବପ୍ନ ପୁରୀ
ତୋଳିଚି ତମରି ପାଇଁ
ପ୍ରିୟା…ପ୍ରିୟା…ପ୍ରିୟା…
ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ





ଛତାକୁ ପଚାରେ କିଏ
କେତେ ନିଆଁରା ଭିଜିବା ମଜା
ହେ ଛତାକୁ ପଚାରେ କିଏ
କେତେ ନିଆଁରା ଭିଜିବା ମଜା
ମୋ ରାଣୀ ଆସିବ ଏବେ
ବଜା ବଜାରେ ବାଇଦ ବଜା
ଭଲ ହେଲା ବର୍ଷା ହେଲା
ଭାରି ଭଲ ହେଲା ବର୍ଷା ହେଲା
ଅଗାଧୁଆ ସହରଟା ଗାଧେଇ ପଡିଲା
ଭିଜା ମାଟିର ମହକ କିଛି କହିଗଲା
ଏତେ ଭଲ ପାଏ ଖାଲି
ଏତିକି କହିବା ପାଇଁ
ପ୍ରିୟା…ପ୍ରିୟା…ପ୍ରିୟା…
ତମ ବାଟ ରହିଚି ଚାହିଁ
ପ୍ରିୟା ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ
ଓ ପ୍ରିୟା ତମ ବାଟ ରହିଚି ଚାହିଁ


Bhala Hela Barsa Hela Your Astrology Guru Lyrics In Odia Font



Bhala Hela Barsa Hela

Bhala Hela Barsa Hela

He Bhala Hela Barsa Hela

Bhari Bhala Hela Barsa Hela

Asarae Di Asara Bhala Barasila

Srabanara Chithi Ani Megha Dei Gala

Se Chithire Lekha Achi

Tamaku Kahiba Pain

Priya Priya Priya

Tama Bata Rahichi Chanhi

O Priya Tama Bata Rahichi Chanhi

O Priya Tama Bata Rahichi Chanhi

O Priya Tama Bata Rahichi Chanhi

Megha Ta Barasi Gala

Hele Emiti Kemiti Hela

Megha Ta Barasi Gala

Hele Emiti Kemiti Hela

Topae Barasa Pani

Nian Kemiti Lagei Dela

Bhala Hela Barsa Hela

Bhari Bhala Hela Barsa Hela

Bidhaba A Bagichata Sadhaba Sajila

Pahili Asadha Kichhi Ranga Dei Gala

Se Rangare Swapna Puri

Tolichi Tamari Pain

Priya Priya Priya

Tama Bata Rahichi Chanhi

O Priya Tama Bata Rahichi Chanhi

O Priya Tama Bata Rahichi Chanhi

O Priya Tama Bata Rahichi Chanhi

Chhataku Pachare Kie

Kete Niara Bhijiba Maja

He Chhataku Pachare Kie

Kete Niara Bhijiba Maja

Mo Rani Asiba Ebe

Baja Bajare Baida Baja

Bhala Hela Barsa Hela

Bhari Bhala Hela Barsa Hela

Agadhua Saharata Gadhei Padila

Bhija Matira Mahaka Kichhi Kahigala

Ete Bhala Pae Khali

Etiki Kahiba Pain

Priya Priya Priya

Tama Bata Rahichi Chanhi

Priya Tama Bata Rahichi Chanhi

O Priya Tama Bata Rahichi Chanhi

O Priya Tama Bata Rahichi Chanhi





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00