Loading...

299 Big Street, Govindpur, India

Open daily 10:00 AM to 10:00 PM

2012 Heijiba Para Your Astrology Guru Lyrics In Odia Language

Kumar Bapi

Your Astrology Guru Lyrics

ଦୁଇ ହଜାର ବାର ହେଇଯିବ ପାର

2012 Heijiba Para Your Astrology Guru Lyrics In Odia Language

ଦୁଇ ହଜାର ବାର ହେଇଯିବ ପାର
ହାଁ ଦୁଇ ହଜାର ବାର ହେଇଯିବ ପାର
ତୁ ଥିଲେ ତୁ ଥିଲେ
ଆରେ ତୁ ଥିଲେ ଭରଷା ମୋର
ଆହାରେ ଆହାରେ ମୋ ପୁରି ଠାକୁର
ଆହାରେ ଆହାରେ ମୋ ପୁରି ଠାକୁର
ଦୁଇ ହଜାର ବାର..


ଟେକି ଧରି ଗୋବର୍ଧନକୁ
ଟେକି ଧରି ଗୋବର୍ଧନକୁ
ଇନ୍ଦ୍ର କବଳରୁ ରକ୍ଷା କରିଥିଲୁ ତୁ
ଗୋପପୁର କୁ ହୋ ହୋ ଗୋପପୁରକୁ
ସାଗରକୁ ଦୂରେ ଠେଲି ତୁ
ସାଗରକୁ ଦୂରେ ଠେଲି ତୁ
ସୁନାମି ଦାଉରୁ ରକ୍ଷା କରିଥିଲୁ ତୁ
ଶିରି କ୍ଷେତ୍ରକୁ
ତୁ ଏକା ସାର ଆଉ ସବୁ ଛାର
ତୁ ଏକା ସାର ଆଉ ସବୁ ଛାର
ତୁ ଥିଲେ ତୁ ଥିଲେ
ଆରେ ତୁ ଥିଲେ ନାହିଁରେ ଡର
ଆହାରେ ଆହାରେ ମୋ ପୁରି ଠାକୁର
ଆହାରେ ଆହାରେ ମୋ ପୁରି ଠାକୁର
ଦୁଇ ହଜାର ବାର..


ତୁହି ପରା ଆରତ ତ୍ରାଣ
ତୁହି ପରା ଆରତ ତ୍ରାଣ
ଆରତ ଜନଙ୍କୁ ଉଦ୍ଧାରିବୁ ତୁହି ରେ
କଳା ବଦନ ହୋ ଓ କଳା ବଦନ
ତୁହି ପରା ଭକତ ପ୍ରାଣ
ତୁହି ପରା ଭକତ ପ୍ରାଣ
ଭକତ ନିମିତ୍ତ ଶଙ୍ଖ ଚକ୍ର ଚି଼ହ୍ନ
ତୁ କଲୁ ଧାରଣ
ତୁ ଭକତର ଭକ୍ତ ପରା ତୋର
ହଁ ତୁ ଭକତର ଭକ୍ତ ପରା ତୋର
ତୁ ଥିଲେ ତୁ ଥିଲେ
ଆରେ ତୁ ଥିଲେ ବାର ଯେ ଛାର
ଆହାରେ ଆହାରେ ମୋ ପୁରି ଠାକୁର
ଆହାରେ ଆହାରେ ମୋ ପୁରି ଠାକୁର

ଦୁଇ ହଜାର ବାର ହେଇଯିବ ପାର
ଦୁଇ ହଜାର ବାର ହେଇଯିବ ପାର
ତୁ ଥିଲେ ତୁ ଥିଲେ
ଆରେ ତୁ ଥିଲେ ଭରଷା ମୋର
ଆହାରେ ଆହାରେ ମୋ ପୁରି ଠାକୁର
ଆହାରେ ଆହାରେ ମୋ ପୁରି ଠାକୁର
ଆହାରେ ଆହାରେ ମୋ ପୁରି ଠାକୁର

Dui Hajara Bara Heijiba Para Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00