Your Astrology Guru Lyrics
ଆସିଛି ଏକା ଯିବି ମୁଁ ଏକା ଏକା ହୋଇ
Asichhi Eka Jibi Mu Eka Your Astrology Guru Lyrics In Odia Language
ଆସିଛି ଏକା ଯିବି ମୁଁ ଏକା ଏକା ହୋଇ
ଆସିଛି ଏକା ଯିବି ମୁଁ ଏକା ଏକା ହୋଇ
ହାରିଲି କେତେ ଜିତିଲି କେତେ
ହିସାବ ନିକାସ ଲୋଡ଼ା ନାହିଁ
ଆସିଛି ଏକା ଯିବି ମୁଁ ଏକା ଏକା ହୋଇ
ଆଜି ମୋ କେହି ନିଜର ହୋଇ
ନାହିଁ କେ ବନ୍ଧୁ ଭାଇ
ତଥାପି କାହିଁ ପାରୁନି ଭୁଲି
ଥିଲେ ମୋ ବୋଲି କେହି
ହରାଇ ମୋର ଗୋଟିଏ ଗୋଡ
ଚାଲୁଛି ପଙ୍ଗୁ ହୋଇ
ଅନେକ ଦୂର ଅନ୍ଧାରେ ମୋର
ଯିବାକୁ ଅଛିରେ ଭାଇ
ମୋ ଯିବା ପଥେ ଥରେ କେ ମତେ ହୋ….
ମୋ ଯିବା ପଥେ ଥରେ କେ ମତେ
ମିଳଇ ଦିଅ ଭାଇ ଭାଇ
ଆସିଛି ଏକା ଯିବି ମୁଁ ଏକା ଏକା ହୋଇ
ଆରେ ଛଳିଆ ଜଗା କାଳିଆ
କେତେ ଯୁଗରୁ ତୁହି
ଆନନ୍ଦେ ହସି ରହିଚୁ ବସି
ସଙ୍ଗରେ ଧରି ଭାଇ
କହରେ କିଆଁ ଲାଗେନା ନିଆଁ
ଲାଗେନା ତୁମ କଳି
ନ ଲାଗୁ ବୋଲି ତୁମର କଳି
ହାତ କି ଦେଲୁ ବଳି
ଏଥିପାଇଁ ଯଦି ତୋ ହାତ ନାହିଁ ହୋ….
ଏଥିପାଇଁ ଯଦି ତୋ ହାତ ନାହିଁ
କାଟିଦେ ମୋର ହାତ ଦୁଇ
କାଟିଦେ ମୋର ହାତ ଦୁଇ
କାଟିଦେ ମୋର ହାତ ଦୁଇ
କାଟିଦେ ମୋର ହାତ ଦୁଇ
କାଟିଦେ ମୋର ହାତ ଦୁଇ
Asichhi Eka Jibi Mu Eka Your Astrology Guru Lyrics In Odia Language
Thank You