Loading...

299 Big Street, Govindpur, India

Open daily 10:00 AM to 10:00 PM

Bada Deulara Panda Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା

Bada Deulara Panda Mu Your Astrology Guru Lyrics In Odia Language

ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା



ଉତ୍ତର ଦକ୍ଷିଣ ପୂରୁବ ପଶ୍ଚିମ
ସବୁଠୁଁ ବଳି ମୋ ଜଗନ୍ନାଥ ଧାମ
ଉତ୍ତର ଦକ୍ଷିଣ ପୂରୁବ ପଶ୍ଚିମ
ସବୁଠୁଁ ବଳି ମୋ ଜଗନ୍ନାଥ ଧାମ
ବଡ ଦାଣ୍ଡେ ତୀର୍ଥ ଯାତ୍ରୀ ମୋ ଅତିଥି
ଭକତ ସେବାରେ କଟେ ଦିନ ରାତି
ବଡ ଦାଣ୍ଡେ ତୀର୍ଥ ଯାତ୍ରୀ ମୋ ଅତିଥି
ଭକତ ସେବାରେ କଟେ ଦିନ ରାତି
ସିଂହ ଦ୍ୱାର ପାଖୁ ପାଛୋଟି ନିଏ ମୁ
ସିଂହ ଦ୍ୱାର ପାଖୁ ପାଛୋଟି ନିଏ ମୁ
ମୁ ଉଡାଏ କାଳିଆ ଧଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା



ପଞ୍ଚବଟି ବନେ ମୁନି ଋଷି ବେଶେ
ଥିଲୁ ପରା ଆମେ ରାମ ପାଶେ ପାଶେ
ପଞ୍ଚବଟି ବନେ ମୁନି ଋଷି ବେଶେ
ଥିଲୁ ପରା ଆମେ ରାମ ପାଶେ ପାଶେ
ଯମୁନା କୂଳରେ କଦମ୍ବ ମୂଳରେ
ଥିଲୁ ସଖି ବେଶେ କୃଷ୍ଣ ପାଶେ ପାଶେ
ଯମୁନା କୂଳରେ କଦମ୍ବ ମୂଳରେ
ଥିଲୁ ସଖି ବେଶେ କୃଷ୍ଣ ପାଶେ ପାଶେ
ତ୍ରେତୟାରେ କବି ଦ୍ୱାପରରେ ଗୋପୀ
ତ୍ରେତୟାରେ କବି ଦ୍ୱାପରରେ ଗୋପୀ
କଳିଯୁଗେ ମୁ ଦଇତା ପଣ୍ଡା

ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମଥାରେ ଚନ୍ଦନ ସିନ୍ଦୂର ତିଳକ
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ମୋ ହାତରେ ତୁଳସୀ ଧଣ୍ଡା ପଣ୍ଡାରେ ପଣ୍ଡା
ବଡ ଦେଉଳର ପଣ୍ଡା ମୁ ବଡ ଦେଉଳର ପଣ୍ଡା
ହୋ ବଡ ଦେଉଳର ପଣ୍ଡା ମୁ
ବଡ ଦେଉଳର ପଣ୍ଡା
ମୁ ବଡ ଦେଉଳର ପଣ୍ଡା
ମୁ ବଡ ଦେଉଳର ପଣ୍ଡା


Bada Deulara Panda Mu Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00