Loading...

299 Big Street, Govindpur, India

Open daily 10:00 AM to 10:00 PM

bada deulare neta ude Your Astrology Guru Lyrics in odia language

Bhikari bala

Your Astrology Guru Lyrics

ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର

Bada Deulare Neta Ude Fara Fara Your Astrology Guru Lyrics In Odia Language

ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ମୋ ଠାକୁର ଭକତର ଭକତ ଯେ ତାଙ୍କର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର



ତାଙ୍କ ଦରଶନ ସୁଖ ଜଗତେ ନାହିଁ
ସୁଖରେ ଝରଇ ଲୁହ ସେ ମୁହଁ ଚାହିଁ
ତାଙ୍କ ନିର୍ମାଲ୍ୟ ତୁଳସୀ ପାଦୁକ ପାଇ
ବାଇଶି ପାହାଚେ ଗଡ଼ ଅଭଡ଼ା ଖାଇ
କି ସୁନ୍ଦର ସେ ଅଭଡ଼ା ସେ ବେଶର ମହୁର
ଭକତର ଲାଗି ଖୋଲା ଆନନ୍ଦ ବଜାର
ଭକତର ଲାଗି ଖୋଲା ଆନନ୍ଦ ବଜାର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର



ଧୂପରେ ଦୀପରେ ତୋଷ ନୁହନ୍ତି ସେ ଯେତେ
ପୂଜାଠାରୁ ଭକତିରେ ଭାବ ତାଙ୍କ ସେତେ
ଭାବ ବିନୋଦିଆ ସେଇ କାଳିଆ ଠାକୁର
ଭାବକୁ ନିକଟ ସେତ ଅଭାବକୁ ଦୂର
ସେଇ ହସ ସେଇ ବେଶ ସେ ଆଳତି କର୍ପୁର
ଭକତର ଲାଗି ସେତ ବୈକୁଣ୍ଠ ପୁର
ଭକତର ଲାଗି ସେତ ବୈକୁଣ୍ଠ ପୁର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ମୋ ଠାକୁର ଭକତର ଭକତ ଯେ ତାଙ୍କର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ଭକତର ଲାଗି ଖୋଲା ଯା ସିଂହ ଦୁଆର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର
ବଡ ଦେଉଳରେ ନେତ ଉଡେ ଫର ଫର
ଦେଉଳେ ଅଛନ୍ତି ମୋର କାଳିଆ ଠାକୁର


Bada Deulare Neta Ude Fara Fara Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00