Loading...

299 Big Street, Govindpur, India

Open daily 10:00 AM to 10:00 PM

Bada Deulare Uduchi Bana Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ବଡ ଦେଉଳରେ ଉଡୁଚି ବାନା
ଆଲୋ ସୁଲୋଚନା ଆଲୋ ସୁଲୋଚନା

Bada Deulare Uduchi Bana Your Astrology Guru Lyrics In Odia Language


ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ଉଡେଇ ନେଉଚି ଦୁଃଖ ଯାତନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା



ଦେଉଳ ଭିତରେ ବାଜିଲା ମଥାରେ ଚାଉଁଳି ବେତ
ବରଷି ଗଲା କି କାଳିଆ ଠାକୁର ଅଦେଖା ହାତ
ଦେଉଳ ଭିତରେ ବାଜିଲା ମଥାରେ ଚାଉଁଳି ବେତ
ବରଷି ଗଲା କି କାଳିଆ ଠାକୁର ଅଦେଖା ହାତ
ବେତରେ ବେତରେ ନେତରେ ନେତରେ
ବେତରେ ବେତରେ ନେତରେ ନେତରେ
ରହିଚି କାଳିଆ କୃପା କରୁଣା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା



ପତାକା ଅଞ୍ଚଳ କରୁଚି ଚଞ୍ଚଳ ଭକତ ମନ
ଦେଖିବ ବୋଲି ସେ ପୁଣ୍ୟର ପୁନେଇ ନୀଳାଦ୍ରି ଜହ୍ନ
ପତାକା ଅଞ୍ଚଳ କରୁଚି ଚଞ୍ଚଳ ଭକତ ମନ
ଦେଖିବ ବୋଲି ସେ ପୁଣ୍ୟର ପୁନେଇ ନୀଳାଦ୍ରି ଜହ୍ନ
ଜହ୍ନକୁ ପୁନେଇ ମନକୁ କହେଁଇ
ଜହ୍ନକୁ ପୁନେଇ ମନକୁ କହେଁଇ
କେମିତି ଜାଣନ୍ତି କେହି ଜାଣେନା
ଆଲୋ ସୁଲୋଚନା ଆଲୋ ସୁଲୋଚନା

ବଡ ଦେଉଳରେ ଉଡୁଚି ବାନା
ବଡ ଦେଉଳରେ ଉଡୁଚି ବାନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ରଙ୍ଗରେ ରଙ୍ଗରେ ଉଡୁଚି ଢଙ୍ଗରେ
ଉଡେଇ ନେଉଚି ଦୁଃଖ ଯାତନା
ଆଲୋ ସୁଲୋଚନା ଆଲୋ ସୁଲୋଚନା
ଆଲୋ ସୁଲୋଚନା ଆଲୋ ସୁଲୋଚନା


Bada Deulare Uduchi Bana Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00