Loading...

299 Big Street, Govindpur, India

Open daily 10:00 AM to 10:00 PM

Baraku Sundara Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ

baraku sundara Your Astrology Guru Lyrics in odia language


ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ରଧାକୁ ସୁନ୍ଦର କଳସୀ ପାଣି
ରଧାକୁ ସୁନ୍ଦର କଳସୀ ପାଣି
ଜଗତେ ସୁନ୍ଦର ଶ୍ରୀକ୍ଷେତ୍ର ମଣି
ହାଏ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ



ବୁଢା ହାତରେ ଗୀତା ସୁନ୍ଦର
ବୁଢ଼ୀ କି ଚନ୍ଦନ ଚିତା
ଠାକୁର ଘରେ ଦୀପ ସୁନ୍ଦର
ଚଉଁରା ମୂଳେ ସଳିତା
ବୁଢା ହାତରେ ଗୀତା ସୁନ୍ଦର
ବୁଢ଼ୀ କି ଚନ୍ଦନ ଚିତା
ଠାକୁର ଘରେ ଦୀପ ସୁନ୍ଦର
ଚଉଁରା ମୂଳେ ସଳିତା
ଭକ୍ତଙ୍କୁ ସୁନ୍ଦର ଗିନି ଖଞ୍ଜଣୀ
ଭକ୍ତଙ୍କୁ ସୁନ୍ଦର ଗିନି ଖଞ୍ଜଣୀ
ଜଗାକୁ ସୁନ୍ଦର ବାଙ୍କ ଚାହାଣି
ହେ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ



ସୁନ୍ଦର ବୋଲି ଶ୍ରୀ ଜଗନ୍ନାଥ
ସୁନ୍ଦର ହେଲା ଜଗତ
ସବୁ ସୁନ୍ଦର ଭିତରେ ସାର
ବଡ ଦାଣ୍ଡେ ବଡ ରଥ
ସୁନ୍ଦର ବୋଲି ଶ୍ରୀ ଜଗନ୍ନାଥ
ସୁନ୍ଦର ହେଲା ଜଗତ
ସବୁ ସୁନ୍ଦର ଭିତରେ ସାର
ବଡ ଦାଣ୍ଡେ ବଡ ରଥ
ରଥକୁ ସୁନ୍ଦର ଦିଅଁ ପହଣ୍ଡି
ରଥକୁ ସୁନ୍ଦର ଦିଅଁ ପହଣ୍ଡି
ଜଗାଙ୍କୁ ସୁନ୍ଦର ନାଗର ଠାଣି
ହେ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ

ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ରଧାକୁ ସୁନ୍ଦର କଳସୀ ପାଣି
ରଧାକୁ ସୁନ୍ଦର କଳସୀ ପାଣି
ଜଗତେ ସୁନ୍ଦର ଶ୍ରୀକ୍ଷେତ୍ର ମଣି
ହେ ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ
ବରକୁ ସୁନ୍ଦର ବରଣୀ
କନ୍ୟାକୁ ସୁନ୍ଦର ଓଢଣୀ

baraku sundara Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00