Loading...

299 Big Street, Govindpur, India

Open daily 10:00 AM to 10:00 PM

Bada Deulia Mo Balia Saanta Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ବଡ଼ ଦେଉଳିଆ ମୋ ବଳିଆ ସାଆନ୍ତ
ତୁମ ପାଦେ କୋଟି ଜୁହାର

Bada Deulia Mo Balia Saanta Your Astrology Guru Lyrics In Odia Language

ବଡ଼ ଦେଉଳିଆ ମୋ ବଳିଆ ସାଆନ୍ତ
ତୁମ ପାଦେ କୋଟି ଜୁହାର
ପ୍ରଭୁ ତୁମ ପାଦେ କୋଟି ଜୁହାର
ବଡ଼ ଦେଉଳିଆ ମୋ ବଳିଆ ସାଆନ୍ତ
ତୁମ ପାଦେ କୋଟି ଜୁହାର
ପ୍ରଭୁ ତୁମ ପାଦେ କୋଟି ଜୁହାର
ଗେଲବସରିଆ ଭାଇ କି ଟିକିଏ
ଗେଲବସରିଆ ଭାଇ କି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ରାଧା ମାଇଁ ର କି ମୀରା ବାଇର
ରାଧା ମାଇଁ ର କି ମୀରା ବାଇର
ରାଧା ମାଇଁ ର କି ମୀରା ବାଇର
ରାଧା ମାଇଁ ର କି ମୀରା ବାଇର



ଜନମ ଆଗରୁ ମାଆ ବାପାଙ୍କୁ ବନ୍ଧେଇ
ପାଳିଲା ପୋଷିଲା ଯିଏ ତାହାଙ୍କୁ କନ୍ଦେଇ
ଜନମ ଆଗରୁ ମାଆ ବାପାଙ୍କୁ ବନ୍ଧେଇ
ପାଳିଲା ପୋଷିଲା ଯିଏ ତାହାଙ୍କୁ କନ୍ଦେଇ
ବ୍ରଜବାଳି କର ନିନ୍ଦା କରି ବୁଡେଇଲେ ଧନ୍ଦା
ବ୍ରଜବାଳି କର ନିନ୍ଦା କରି ବୁଡେଇଲେ ଧନ୍ଦା
ଧନ୍ଦା କରି ତାଙ୍କୁ ସେତ ହେଲେ ହରବର
ଗେଲବସରିଆ ଭାଇ କି ଟିକିଏ
ଗେଲବସରିଆ ଭାଇ କି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ବ୍ରଜବାସିର କି କୁବୁଜା ଦାସୀର
ବ୍ରଜବାସିର କି କୁବୁଜା ଦାସୀର
ବ୍ରଜବାସିର କି କୁବୁଜା ଦାସୀର
ବ୍ରଜବାସିର କି କୁବୁଜା ଦାସୀର



ପଣ୍ଚୁପାଣ୍ଡଵ ଯେ ପରା ତାଙ୍କ ପଞ୍ଚପ୍ରାଣ
କି କଲେ କି କଲେ ତାଙ୍କୁ ତୁମେକି ନଜାଣ
ପଣ୍ଚୁପାଣ୍ଡଵ ଯେ ପରା ତାଙ୍କ ପଞ୍ଚପ୍ରାଣ
କି କଲେ କି କଲେ ତାଙ୍କୁ ତୁମେକି ନଜାଣ
କାର ଖୁଦ ଭଜା ଶାଗ କାହାର ନଡ଼ିଆ ଭୋଗ
କାର ଖୁଦ ଭଜା ଶାଗ କାହାର ନଡ଼ିଆ ଭୋଗ
ଭଜିଲା ଯେ ମଲା ନଭଜିଲା ଯେ ନିଜର
ଗେଲବସରିଆ ଭାଇ କି ଟିକିଏ
ଗେଲବସରିଆ ଭାଇ କି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ଜପି ତପିର କି ଅଜା ମିଳ ପାପୀର
ଜପି ତପିର କି ଅଜା ମିଳ ପାପୀର
ଜପି ତପିର କି ଅଜା ମିଳ ପାପୀର
ଜପି ତପିର କି ଅଜା ମିଳ ପାପୀର



ଆପଣା ବଂଶକୁ ଚକ୍ରେ କାଟି ଗଡେଇଲେ
ତାରକାପୁରୀ କୁ ଜଳଧୀରେ ବୁଡ଼େଇଲେ
ଆପଣା ବଂଶକୁ ଚକ୍ରେ କାଟି ଗଡେଇଲେ
ତାରକାପୁରୀ କୁ ଜଳଧୀରେ ବୁଡ଼େଇଲେ
ମୋର ଜାଣିବାରେ କୁହ ନିଜେ ସେ ନିଜର ନୁହଁ
ମୋର ଜାଣିବାରେ କୁହ ନିଜେ ସେ ନିଜର ନୁହଁ
ରୂପରେ ଗୁଣରେ ସେ ତ ଦୁନିଆ ବାହାର
ଗେଲବସରିଆ ଭାଇ କି ଟିକିଏ
ଗେଲବସରିଆ ଭାଇ କି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ଭକ୍ତ ପ୍ରାଣର କି ପତିତ ଜନର
ଭକ୍ତ ପ୍ରାଣର କି ପତିତ ଜନର
ଭକ୍ତ ପ୍ରାଣର କି ପତିତ ଜନର
ଭକ୍ତ ପ୍ରାଣର କି ପତିତ ଜନର

ବଡ଼ ଦେଉଳିଆ ମୋ ବଳିଆ ସାଆନ୍ତ
ତୁମ ପାଦେ କୋଟି ଜୁହାର
ପ୍ରଭୁ ତୁମ ପାଦେ କୋଟି ଜୁହାର
ଗେଲବସରିଆ ଭାଇ କି ଟିକିଏ
ଗେଲବସରିଆ ଭାଇ କି ଟିକିଏ
ପଚାରି ବୁଝିବ ସିଏ କାହାର
ପଚାରି ବୁଝିବ ସିଏ କାହାର
ରାଧା ମାଇଁ ର କି ମୀରା ବାଇର
ବ୍ରଜବାସିର କି କୁବୁଜା ଦାସୀର
ଜପି ତପିର କି ଅଜା ମିଳ ପାପୀର
ଭକ୍ତ ପ୍ରାଣର କି ପତିତ ଜନର


Bada Deulia Mo Balia Saanta Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00