Loading...

299 Big Street, Govindpur, India

Open daily 10:00 AM to 10:00 PM

Tulasi Khetrare Baladeba Khyata Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ
ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ

Tulasi Khetrare Baladeba Khyata Your Astrology Guru Lyrics In Odia Language

ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ
ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ
ଶ୍ରୀକ୍ଷେତ୍ରେ ଜଗତ ନାଥ
ଶ୍ରୀକ୍ଷେତ୍ରେ ଜଗତ ନାଥ
ଦୁଇ ଭାଇ ମିଶି ନିତି ହସି ହସି
ଦୁଇ ଭାଇ ମିଶି ନିତି ହସି ହସି
ପାଳନ୍ତି ସାରା ଜଗତ
ପାଳନ୍ତି ସାରା ଜଗତ
ପାଳନ୍ତି ସାରା ଜଗତ
ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ
ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ



ନିଜେ ବଳଦେବ ଦେବଙ୍କର ଦେବ
କପଟ କରନ୍ତି ନାହିଁ
ନିଜେ ବଳଦେବ ଦେବଙ୍କର ଦେବ
କପଟ କରନ୍ତି ନାହିଁ
ତାଙ୍କରି ଦୟାରେ ବିଷ ହୁଏ ସୁଦା
ପାପୀ ଯାଏ ତପି ହୋଇ
ନିଜେ ବଳଦେବ ଦେବଙ୍କର ଦେବ
କପଟ କରନ୍ତି ନାହିଁ
କୋପରେ ତପରେ ଦିଅନ୍ତି ସେ ବର
ଟେକି ତାଙ୍କ ଦୁଇ ହାତ
ଟେକି ତାଙ୍କ ଦୁଇ ହାତ
ତୁଳସୀ କ୍ଷେତ୍ରର ରସାବଳୀ ଖ୍ୟାତ
ତୁଳସୀ କ୍ଷେତ୍ରର ରସାବଳୀ ଖ୍ୟାତ
ଶ୍ରୀକ୍ଷେତ୍ରେ ଅଭଡ଼ା ଭାତ
ଶ୍ରୀକ୍ଷେତ୍ରେ ଅଭଡ଼ା ଭାତ
ଦୁଇ ଭାଇ ମିଶି ନିତି ହସି ହସି
ଦୁଇ ଭାଇ ମିଶି ନିତି ହସି ହସି
ପାଳନ୍ତି ସାରା ଜଗତ
ପାଳନ୍ତି ସାରା ଜଗତ
ପାଳନ୍ତି ସାରା ଜଗତ
ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ
ତୁଳସୀ କ୍ଷେତ୍ରରେ ବଳଦେଵ ଖ୍ୟାତ



ନିଜେ ଜଗନ୍ନାଥ ଅନାଥର ନାଥ
ଚକ୍ରଧାରୀ ନାରାୟଣ
ନିଜେ ଜଗନ୍ନାଥ ଅନାଥର ନାଥ
ଚକ୍ରଧାରୀ ନାରାୟଣ
ତାଙ୍କରି ଦୟାରେ କଣ୍ଟା ହୁଏ ଫୁଲ
ପଙ୍ଗୁ ଲଙ୍ଗେ ଗିରି ଜାଣ
ନିଜେ ଜଗନ୍ନାଥ ଅନାଥର ନାଥ
ଚକ୍ରଧାରୀ ନାରାୟଣ
କରୁଣାର ଜ୍ୟୋତି ଢାଳନ୍ତି ସେ ନିତି
ଅନ୍ଧକୁ ଦେଖାନ୍ତି ପଥ
ଅନ୍ଧକୁ ଦେଖାନ୍ତି ପଥ
ତୁଳସୀ କ୍ଷେତ୍ରର କୋଟଳି ପିଠା ଖ୍ୟାତ
ତୁଳସୀ କ୍ଷେତ୍ରର କୋଟଳି ପିଠା ଖ୍ୟାତ
ଶ୍ରୀକ୍ଷେତ୍ରେ ଗୁଣ୍ଡିଚା ଜାତ
ଶ୍ରୀକ୍ଷେତ୍ରେ ଗୁଣ୍ଡିଚା ଜାତ
ଦୁଇ ଭାଇ ମିଶି ନିତି ହସି ହସି
ଦୁଇ ଭାଇ ମିଶି ନିତି ହସି ହସି
ପାଳନ୍ତି ସାରା ଜଗତ
ପାଳନ୍ତି ସାରା ଜଗତ
ପାଳନ୍ତି ସାରା ଜଗତ
ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ
ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ
ବଳଦେବ ଖ୍ୟାତ ବଳଦେବ ଖ୍ୟାତ


Tulasi Khetrare Baladeba Khyata Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00