Table of Contents
Your Astrology Guru Lyrics
ଉଆସ କାହିଁକି ଖୋଜିବି
Bakhare Gharaku Ayusa Nianta Your Astrology Guru Lyrics In Odia Language
ଉଆସ କାହିଁକି ଖୋଜିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
କାଶି ବାରାଣସି କାହିଁକି ଯିବି
କାଶି ବାରାଣସି କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି
ଗୋଛାଏ କାଠରେ ଏ ଦେହ ପାଉଁଶ
ଗଛ ଗୋଟା ଲୋଡ଼ା ନାହିଁ
ବନସ୍ତ ଗୋଟାକୁ ଆବୋରି ବସିଲେ
ହସୁ ଥାଉ ଦୂରେ ତୁହି ରେ କାଳିଆ
ହସୁ ଥାଉ ଦୂରେ ତୁହି
ସ୍ୱର୍ଗ ଦୁଆରକୁ ଏ ଦେହ ନିଅଣ୍ଟ
ସ୍ୱର୍ଗ ଦୁଆରକୁ ଏ ଦେହ ନିଅଣ୍ଟ
କେଉଁ ନରକକୁ କାହିଁକି ଯିବି
କେଉଁ ନରକକୁ କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି
ତୋ ରୂପ ଶୋଭାକୁ ଥରେ ଦେଖିଲେ ରେ
ବିଶ୍ୱ ରୂପ ଲୋଡ଼ା ନାହିଁ
ତୋ ଦିବ୍ୟ ନାମକୁ ଥରେ ଜପିଲେ ରେ
ବେଦ ପାଠ ଲୋଡ଼ା ନାହିଁ ରେ କାଳିଆ
ବେଦ ପାଠ ଲୋଡ଼ା ନାହିଁ
ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ଆଉ କା ଦୁଆରେ କାହିଁକି ଯିବି
ଆଉ କା ଦୁଆରେ କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
କାଶି ବାରାଣସି କାହିଁକି ଯିବି
କାଶି ବାରାଣସି କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି
Bakhare Gharaku Ayusa Nianta Your Astrology Guru Lyrics In Odia Font
Thank You