Loading...

299 Big Street, Govindpur, India

Open daily 10:00 AM to 10:00 PM

Bichitra Barna He Your Astrology Guru Lyrics In Odia Font

Subas Dash

Your Astrology Guru Lyrics

ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ

Bichitra Barna He Your Astrology Guru Lyrics In Odia Language


ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
ଅନନ୍ତ ଅସୀମ ଅବର୍ଣ୍ଣନୀୟ ହେ
ତୁମେ ତ ବିଶ୍ୱ ରୂପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ





ଶିଶୁର ଓଠରେ ତୁମେ ଫିକି ଫିକି ହସ
ବୃଦ୍ଧର କଣ୍ଠରେ ତୁମେ ଗୀତା ଭାଗବତ
ଶିଶୁର ଓଠରେ ତୁମେ ଫିକି ଫିକି ହସ
ବୃଦ୍ଧର କଣ୍ଠରେ ତୁମେ ଗୀତା ଭାଗବତ
ସଧବା ସିନ୍ଦୂରେ ତୁମେ
ବିଧବା ଲୁହରେ ତୁମେ
ସଧବା ସିନ୍ଦୂରେ ତୁମେ
ବିଧବା ଲୁହରେ ତୁମେ
ଆଶାର ସନ୍ଧ୍ୟା ଦୀପ
ବିଚିତ୍ର ବର୍ଣ୍ଣା ହେ କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ





କଦମ୍ବ ବନରେ ତୁମେ ରାଧା ଅଭିସାର
ଅଶୋକ ବନରେ ତୁମେ ସୀତା ଲୁହ ଧାର
କଦମ୍ବ ବନରେ ତୁମେ ରାଧା ଅଭିସାର
ଅଶୋକ ବନରେ ତୁମେ ସୀତା ଲୁହ ଧାର
କଂସର କୋପରେ ତୁମେ
ରାବଣ ପାପରେ ତୁମେ
କଂସର କୋପରେ ତୁମେ
ରାବଣ ପାପରେ ତୁମେ
ନିର୍ଲିପ୍ତ ନିର୍ବି କଳ୍ପ

ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
ଅନନ୍ତ ଅସୀମ ଅବର୍ଣ୍ଣନୀୟ ହେ
ତୁମେ ତ ବିଶ୍ୱ ରୂପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ


Bichitra Barna He Your Astrology Guru Lyrics In English Font



Bichitra Barna He… Ki Barnibi Tuma Rupa

Bichitra Barna He… Ki Barnibi Tuma Rupa

Ananta Asima Abarniya He

Tume Ta Biswa Rupa

Bichitra Barna He… Ki Barnibi Tuma Rupa

Ki Barnibi Tuma Rupa

Sisura Othare Tume Fiki Fiki Hasa

Brudhara Kanthare Tume Gita Bhagabata

Sisura Othare Tume Fiki Fiki Hasa

Brudhara Kanthare Tume Gita Bhagabata

Sadhaba Sindure Tume

Bidhaba Luhare Tume

Sadhaba Sindure Tume

Bidhaba Luhare Tume

Ashara Sandhya Dipa

Bichitra Barna He Ki Barnibi Tuma Rupa

Ki Barnibi Tuma Rupa

Kadamba Banare Tume Radha Abhisara

Asoka Banare Tume Sita Luha Dhara

Kadamba Banare Tume Radha Abhisara

Asoka Banare Tume Sita Luha Dhara

Kansara Kopare Tume

Rabana Papare Tume

Kansara Kopare Tume

Rabana Papare Tume

Nilipta Nirbi Kalpa

Bichitra Barna He… Ki Barnibi Tuma Rupa

Bichitra Barna He… Ki Barnibi Tuma Rupa

Ananta Asima Abarniya He

Tume Ta Biswa Rupa

Bichitra Barna He… Ki Barnibi Tuma Rupa

Ki Barnibi Tuma Rupa

Ki Barnibi Tuma Rupa

Ki Barnibi Tuma Rupa




Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00