Loading...

299 Big Street, Govindpur, India

Open daily 10:00 AM to 10:00 PM

Bakhare Gharaku Your Astrology Guru Lyrics In Odia Font

Subas Dash

Your Astrology Guru Lyrics

ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି

Bakhare Gharaku Ayusa Nianta Your Astrology Guru Lyrics In Odia Language


ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
କାଶି ବାରାଣସି କାହିଁକି ଯିବି
କାଶି ବାରାଣସି କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି



ଗୋଛାଏ କାଠରେ ଏ ଦେହ ପାଉଁଶ
ଗଛ ଗୋଟା ଲୋଡ଼ା ନାହିଁ
ବନସ୍ତ ଗୋଟାକୁ ଆବୋରି ବସିଲେ
ହସୁ ଥାଉ ଦୂରେ ତୁହି ରେ କାଳିଆ
ହସୁ ଥାଉ ଦୂରେ ତୁହି
ସ୍ୱର୍ଗ ଦୁଆରକୁ ଏ ଦେହ ନିଅଣ୍ଟ
ସ୍ୱର୍ଗ ଦୁଆରକୁ ଏ ଦେହ ନିଅଣ୍ଟ
କେଉଁ ନରକକୁ କାହିଁକି ଯିବି
କେଉଁ ନରକକୁ କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି



ତୋ ରୂପ ଶୋଭାକୁ ଥରେ ଦେଖିଲେ ରେ
ବିଶ୍ୱ ରୂପ ଲୋଡ଼ା ନାହିଁ
ତୋ ଦିବ୍ୟ ନାମକୁ ଥରେ ଜପିଲେ ରେ
ବେଦ ପାଠ ଲୋଡ଼ା ନାହିଁ ରେ କାଳିଆ
ବେଦ ପାଠ ଲୋଡ଼ା ନାହିଁ
ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ସିଂହ ଦୁଆରକୁ ମୋ ଦୁଃଖ ନିଅଣ୍ଟ
ଆଉ କା ଦୁଆରେ କାହିଁକି ଯିବି
ଆଉ କା ଦୁଆରେ କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି

ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
ତୋ ବଡ ଦାଣ୍ଡକୁ ମୋ ପାପ ନିଅଣ୍ଟ
କାଶି ବାରାଣସି କାହିଁକି ଯିବି
କାଶି ବାରାଣସି କାହିଁକି ଯିବି
ବଖରେ ଘରକୁ ଆୟୁଷ ନିଅଣ୍ଟ
ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି
ମୁଁ ଉଆସ କାହିଁକି ଖୋଜିବି


Bakhare Gharaku Ayusa Nianta Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00