Loading...

299 Big Street, Govindpur, India

Open daily 10:00 AM to 10:00 PM

Bandhure Bandhure Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ବନ୍ଧୁରେ…..ବନ୍ଧୁରେ…..
ସେ ଯେ ଜଗତର ନାଥ

Bandhure Bandhure Se Je Jagatara Natha Your Astrology Guru Lyrics In Odia Language

ବନ୍ଧୁରେ…..ବନ୍ଧୁରେ…..
ବନ୍ଧୁରେ…..ବନ୍ଧୁରେ…..

ସେ ଯେ ଜଗତର ନାଥ
ସେ ମୋ କାଳିଆ ସାଆନ୍ତ
ସେ ଯେ ଜଗତର ନାଥ
ସେ ମୋ କାଳିଆ ସାଆନ୍ତ
ବନ୍ଧୁରେ……….ବନ୍ଧୁରେ………..
ବନ୍ଧୁରେ…ବନ୍ଧୁରେ…ବନ୍ଧୁରେ…



ଜଗତର ନାଥ ବୋଲି ଜଗତେ ପଡୁଛି ହୁରି
ଭାବ ବିନୋଦିଆ ହରି ଗରିବର ଦୁଃଖ ହାରି
ଜଗତର ନାଥ ବୋଲି ଜଗତେ ପଡୁଛି ହୁରି
ଭାବ ବିନୋଦିଆ ହରି ଗରିବର ଦୁଃଖ ହାରି
ସେ ତ ଯଶୋଦା ନନ୍ଦନ
ସେ ବ ହୃଦର ଚନ୍ଦନ
ସେ ତ ଯଶୋଦା ନନ୍ଦନ
ସେ ମୋ ହୃଦର ଚନ୍ଦନ
ବନ୍ଧୁରେ……….ବନ୍ଧୁରେ………..
ବନ୍ଧୁରେ…ବନ୍ଧୁରେ…ବନ୍ଧୁରେ…



ଷାଠିଏ ପଉଟି ଖାଇ ଭକ୍ତ କଥା ଭାବୁଥାଇ
ଭକତକୁ ହେଲେ ଦୁଃଖ ଦୂତ ପଣେ ଉଭାହୋଇ
ଷାଠିଏ ପଉଟି ଖାଇ ଭକ୍ତ କଥା ଭାବୁଥାଇ
ଭକତକୁ ହେଲେ ଦୁଃଖ ଦୂତ ପଣେ ଉଭାହୋଇ
ସେ ମୋ ରସିକ ନାଗର
ସେ ମୋ କାଳିଆ ଠାକୁର
ସେ ମୋ ରସିକ ନାଗର
ସେ ମୋ କାଳିଆ ଠାକୁର
ବନ୍ଧୁରେ……….ବନ୍ଧୁରେ………..
ବନ୍ଧୁରେ…ବନ୍ଧୁରେ…ବନ୍ଧୁରେ…
ବନ୍ଧୁରେ…ବନ୍ଧୁରେ…ବନ୍ଧୁରେ…
ବନ୍ଧୁରେ…ବନ୍ଧୁରେ… ମୋ ବନ୍ଧୁରେ…


Bandhure Bandhure Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00