Loading...

299 Big Street, Govindpur, India

Open daily 10:00 AM to 10:00 PM

Bara Duara Buli Buli Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ବାର ଦୁଆର ବୁଲି ବୁଲି
ମାଗୁ କାହିଁ ଭିକ ମନ ମାଗୁ କାହିଁ ଭିକ

Bara Duara Buli Buli Your Astrology Guru Lyrics In Odia Language

ବାର ଦୁଆର ବୁଲି ବୁଲି
ମାଗୁ କାହିଁ ଭିକ ମନ ମାଗୁ କାହିଁ ଭିକ
ବାର ଦୁଆର ବୁଲି ବୁଲି
ମାଗୁ କାହିଁ ଭିକ ମନ ମାଗୁ କାହିଁ ଭିକ
ଜଗନ୍ନାଥ ବସିଅଛି
ଜଗନ୍ନାଥ ବସିଅଛି ଜଗତ ମାଲିକ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ବାର ଦୁଆର ବୁଲି ବୁଲି
ମାଗୁ କାହିଁ ଭିକ ମନ ମାଗୁ କାହିଁ ଭିକ



ତା ପାଖରେ ନାହିଁ କିଛି ପାତର ଅନ୍ତର
ପଚାରେନି ସିଏ କାହା ଜାତିକି ଗୋତର
ତା ପାଖରେ ନାହିଁ କିଛି ପାତର ଅନ୍ତର
ପଚାରେନି ସିଏ କାହା ଜାତିକି ଗୋତର
ସିଂହ ଦୁଆର ମେଲା କରି
ରତ୍ନ ଭଣ୍ଡାର ଖୋଲା କରି
ଦେଖୁଚି ଚକା ଆଖି ଖୋଲି
ଦେଉଚି ମହା ବାହୁ ମେଲି
ସେହି ବୁଝେ ମୁହଁ ଲାଜ
ସେହି ବୁଝେ ମୁହଁ ଲାଜ ପେଟର ଭୋକ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ବାର ଦୁଆର ବୁଲି ବୁଲି
ମାଗୁ କାହିଁ ଭିକ ମନ ମାଗୁ କାହିଁ ଭିକ



ଆମ ପାଇଁ ଧନୀ ଯିଏ ଭିକାରି ତା ଆଗେ
ଆମକୁ ଯେ ଦାନ ଦିଏ ସିଏ ତାକୁ ମାଗେ
ଆମ ପାଇଁ ଧନୀ ଯିଏ ଭିକାରି ତା ଆଗେ
ଆମକୁ ଯେ ଦାନ ଦିଏ ସିଏ ତାକୁ ମାଗେ
ବଡ ଦେଉଳେ ଉଭା ହୋଇ
ଦର୍ଶନ ଦିଏ ସେବା ପାଇଁ
ସରଗ ଜିଣା ରୂପ ତାର
ଦେଖିଲେ ହୁଏ ପାପ ଦୂର
ଦୁଃଖ ନେଇ ଏକା ସେଇ
ଦୁଃଖ ନେଇ ଏକା ସେଇ ଦିଏ ତ ସୁଖ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ବାର ଦୁଆର ବୁଲି ବୁଲି
ମାଗୁ କାହିଁ ଭିକ ମନ ମାଗୁ କାହିଁ ଭିକ
ଜଗନ୍ନାଥ ବସିଅଛି
ଜଗନ୍ନାଥ ବସିଅଛି ଜଗତ ମାଲିକ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ
ତାକୁ ଭିକ ମାଗି ଶିଖ
ତାର ଦାତାପଣ ଦେଖ


Bara Duara Buli Buli Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00