Table of Contents
Your Astrology Guru Lyrics
ପାଦ ଖସେଇଲେ ଆମେ
Bata Chalu Chalu Premara Your Astrology Guru Lyrics In Odia Language
ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ପାଦ ଖସେଇଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ପାଦ ଖସୁ ଖସୁ ସାରା ସାରା ରାତି
ପାଦ ଖସୁ ଖସୁ ସାରା ସାରା ରାତି
ନିଦ ହଜେଇଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ପ୍ରେମରେ ଘଟିବ ଏମିତି ଘଟଣା
ଆଗରୁ ନଥିଲା ଜଣା
ଅମାନିଆ ଏଇ ବୟସ ଦେହରେ
ଲାଗିଗଲା ନୂଆ ଡେଣା
ହଁ ପ୍ରେମରେ ଘଟିବ ଏମିତି ଘଟଣା
ଆଗରୁ ନଥିଲା ଜଣା
ଅମାନିଆ ଏଇ ବୟସ ଦେହରେ
ଲାଗିଗଲା ନୂଆ ଡେଣା
ହେ ଡେଣା ଲାଗୁ ଲାଗୁ ଦିଗ ହଜା ହେଇ
ଉଡି ଚାଲି ଗଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ହଁ ଦିନେ ଆସି ଏଇ ଅଳସ ଦେହକୁ
ଛୁଇଁ ଦେଲା ଯୋଉବନ
ଯୋଉବନର ଏ କାଉଁରୀ ଛୁଆଁରେ
ଜଳି ଜଳି ଗଲା ମନ
ହେ ହେ ହେ ଦିନେ ଆସି ଏଇ ଅଳସ ଦେହକୁ
ଛୁଇଁ ଦେଲା ଯୋଉବନ
ଯୋଉବନର ଏ କାଉଁରୀ ଛୁଆଁରେ
ଜଳି ଜଳି ଗଲା ମନ
ମନ ଜଳୁ ଜଳୁ ସେ ମିଠା ନିଆଁରେ
ଜଳି ଗଲେ ପୁଣି ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ବାଟ ଚାଲୁ ଚାଲୁ ପ୍ରେମର ବାଟରେ
ପାଦ ଖସେଇଲେ ଆମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
ମୁଁ ଆଉ ମୁଁ ନାହିଁ ତମେ ନାହଁ ତମେ
Bata Chalu Chalu Premara Batare Your Astrology Guru Lyrics In Odia Font
Thank You