Loading...

299 Big Street, Govindpur, India

Open daily 10:00 AM to 10:00 PM

Chaligala Tame Your Astrology Guru Lyrics In Odia Font

Babul Supriyo

Your Astrology Guru Lyrics

ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ

Chaligala Tame Your Astrology Guru Lyrics In Odia Language

ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ତମେ ପରଦେଶୀ ଚଢେଇଟେ ବୋଲି
ତମେ ପରଦେଶୀ ଚଢେଇଟେ ବୋଲି ଉଡ଼ିଗଲ
ଉଡ଼ିଗଲା ପରେ ବସା ଘର କଥା ଭୁଲିଗଲ
ହଁ ଭୁଲିଗଲ



ଆଜିବି ବାଲିରେ ଘରଟିଏ ତୋଳି
ଲେଖିଦିଏ ତୁମ ନାଁ
ଆଜିବି ନଈରେ ଡ଼ଙ୍ଗା ପାରି ହେଲେ
ପଚାରୁଚି ନାଉରିଆ
ଆଜିବି ବାଲିରେ ଘରଟିଏ ତୋଳି
ଲେଖିଦିଏ ତୁମ ନାଁ
ଆଜିବି ନଈରେ ଡ଼ଙ୍ଗା ପାରି ହେଲେ
ପଚାରୁଚି ନାଉରିଆ
ବେଗି ଫେରିବାକୁ ରାଣ ଦେଇ ପରା
ବେଗି ଫେରିବାକୁ ରାଣ ଦେଇ ପରା କହିଥିଲ
ଚାଲିଗଲା ପରେ ଠିକଣାକୁ ମୋର ଭୁଲିଗଲ
ହଁ ଭୁଲିଗଲ



ମହମବତୀର ଆଲୁଅରେ ବସି
ଲେଖୁଥାଏ ସିନା ଚିଠି
ଗହନ ରାତିର ଘନ ଅନ୍ଧାରରେ
ଧିରେ ଧିରେ ଜଳେ ଛାତି
ହୋ ମହମବତୀର ଆଲୁଅରେ ବସି
ଲେଖୁଥାଏ ସିନା ଚିଠି
ଗହନ ରାତିର ଘନ ଅନ୍ଧାରରେ
ଧିରେ ଧିରେ ଜଳେ ଛାତି
କେଉଁ ପୁନେଇଁର ଜୋଛନାରେ ତମେ
କେଉଁ ପୁନେଇଁର ଜୋଛନାରେ ତମେ ଭିଜିଗଲ
ଭିଜିଗଲା ପରେ କାହା ଅଗଣାରେ ଲୁଚିଗଲ
ହଁ ଲୁଚିଗଲ

ଚାଲିଗଲ ତମେ ଚାଲିଗଲ ତମେ ଚାଲିଗଲ
ଚାଲିଗଲା ପରେ ମୋ ଘରକୁ ବାଟ ଭୁଲିଗଲ
ତମେ ପରଦେଶୀ ଚଢେଇଟେ ବୋଲି
ତମେ ପରଦେଶୀ ଚଢେଇଟେ ବୋଲି ଉଡ଼ିଗଲ
ଉଡ଼ିଗଲା ପରେ ବସା ଘର କଥା ଭୁଲିଗଲ
ହଁ ଭୁଲିଗଲ

Chaligala Tame Your Astrology Guru Lyrics In Odia Font

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00