Table of Contents
Your Astrology Guru Lyrics
Bewafa Tu Sanam Your Astrology Guru Lyrics In Odia Language
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ତୋ ମିଛକୁ ସତ ଭାବି ଭରସା କଲି
ହସି ହସି ମିଠା ଜହର କେତେ ପିଇଲି
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
କାହିଁକି ଆସିଲୁ ଏଇ ମୋ ଜୀବନେ
ପାରିଲୁନି ବୁଝି ମୋ ପ୍ରେମର ମାନେ
ହୋ ଜାଳୁଚି ମତେ ଲୋ ତୋ ଛଳନା ନିଆଁ
ସାଜିଲୁ ଆଜି ତୁ ଆଉ କା କନିଆ
ଆଜିବି ମୁଁ ତୋ କଥା ଭାବୁଚି ହରଦମ
ତୋ ପରି ନୁହେଁ ଲୋ ମୁଁ ଏଡେ ବେଈମାନ
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ମିଛରେ ମୋ ମନେ ଭରିଦେଲୁ ଆଶା
ହୃଦୟକୁ ଭାଙ୍ଗି କଲୁ ଲୋକ ହସା
ଆଖିରୁ ଝରେ ମୋ ଅସରା ଶ୍ରାବଣ
ଦେଖି ତୁ ହସୁଚୁ ଏଡେ ହୃଦୟ ହୀନ
କଥା ତୁ ଦେଇଥିଲୁ ନବା ଶହେ ଜନମ
ଭୁଲିଗଲୁ କେମିତି ଲୋ
ଦେଇଥିଲୁ ତୋ କସମ
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ନେଇଗଲୁ ଜାନ…..
Bewafa Tu Sanam Your Astrology Guru Lyrics In Odia Font
Thank You