Loading...

299 Big Street, Govindpur, India

Open daily 10:00 AM to 10:00 PM

Bewafa Tu Sanam Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ବେୱଫା ତୁ ସନମ କଲୁ ମତେ ବଦନାମ

Bewafa Tu Sanam Your Astrology Guru Lyrics In Odia Language


ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ

ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ତୋ ମିଛକୁ ସତ ଭାବି ଭରସା କଲି
ହସି ହସି ମିଠା ଜହର କେତେ ପିଇଲି
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ



କାହିଁକି ଆସିଲୁ ଏଇ ମୋ ଜୀବନେ
ପାରିଲୁନି ବୁଝି ମୋ ପ୍ରେମର ମାନେ
ହୋ ଜାଳୁଚି ମତେ ଲୋ ତୋ ଛଳନା ନିଆଁ
ସାଜିଲୁ ଆଜି ତୁ ଆଉ କା କନିଆ
ଆଜିବି ମୁଁ ତୋ କଥା ଭାବୁଚି ହରଦମ
ତୋ ପରି ନୁହେଁ ଲୋ ମୁଁ ଏଡେ ବେଈମାନ
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ



ମିଛରେ ମୋ ମନେ ଭରିଦେଲୁ ଆଶା
ହୃଦୟକୁ ଭାଙ୍ଗି କଲୁ ଲୋକ ହସା
ଆଖିରୁ ଝରେ ମୋ ଅସରା ଶ୍ରାବଣ
ଦେଖି ତୁ ହସୁଚୁ ଏଡେ ହୃଦୟ ହୀନ
କଥା ତୁ ଦେଇଥିଲୁ ନବା ଶହେ ଜନମ
ଭୁଲିଗଲୁ କେମିତି ଲୋ
ଦେଇଥିଲୁ ତୋ କସମ
ବେୱଫା ତୁ ସନମ କଲୁ ମତେ ବଦନାମ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ଜିଇଁ ଥାଉ ଥାଉ ମୋର ନେଇଗଲୁ ଜାନ
ନେଇଗଲୁ ଜାନ…..


Bewafa Tu Sanam Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00