Your Astrology Guru Lyrics
ଭଜ ଭଜରେ ଭଜ ଭଜ
ଭଜ ଭଜ ତୁ ଭଜ ଗୋବିନ୍ଦରେ
Bhaja Bhajare Bhaja Bhaja Your Astrology Guru Lyrics In Odia Language
ଭଜ ଭଜରେ ଭଜ ଭଜ
ଭଜ ଭଜରେ ଭଜ ଭଜ
ଭଜ ଭଜ ତୁ ଭଜ ଗୋବିନ୍ଦରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଜପ ଜପରେ ଜପ ଜପ
ଜପ ଜପରେ ଜପ ଜପ
ସେଇ ନାମରେ ବଡ ଆନନ୍ଦରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ନାମରେ ଆନନ୍ଦ ଧାମରେ ଆନନ୍ଦ
ଆନନ୍ଦ ସେ ପାଦ ତଳେ
ଗୋବିନ୍ଦ ଗୋବିନ୍ଦ ପଦରେ ଆନନ୍ଦ
ମିଳେ ଧନ ସବୁ ବେଳେ
ନାମରେ ଆନନ୍ଦ ଧାମରେ ଆନନ୍ଦ
ଆନନ୍ଦ ସେ ପାଦ ତଳେ
ଗୋବିନ୍ଦ ଗୋବିନ୍ଦ ପଦରେ ଆନନ୍ଦ
ମିଳେ ଧନ ସବୁ ବେଳେ
ଖୋଜ ଖୋଜରେ ଖୋଜ ଖୋଜ
ଖୋଜ ଖୋଜରେ ଖୋଜ ଖୋଜ
ନାହିଁ ତା ଠାରୁ ବଡ ସମ୍ପଦରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
କରୁ କାହିଁ ଏତେ ଗର୍ବ ଅହଙ୍କାର
ଜୀବନ ତ ଦିନେ ଯିବ
ବାକି ଯେତେ ଦିନ ବଞ୍ଚିବୁରେ ଧନ
ଯୋଡ଼ିଦେ ତା ସାଥେ ଭାବ
କରୁ କାହିଁ ଏତେ ଗର୍ବ ଅହଙ୍କାର
ଜୀବନ ତ ଦିନେ ଯିବ
ବାକି ଯେତେ ଦିନ ବଞ୍ଚିବୁରେ ଧନ
ଯୋଡ଼ିଦେ ତା ସାଥେ ଭାବ
ବୁଝ ବୁଝରେ ବୁଝ ବୁଝ
ବୁଝ ବୁଝରେ ବୁଝ ବୁଝ
ଥରେ ବୁଝ ସେ ପୁଣ୍ୟ ଶବଦରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ପଦୁ ଗଡ଼ୁଚି ମକରନ୍ଦ
Gobinda Padu Gaduchi Makaranda Your Astrology Guru Lyrics In Odia Language
Thank You