Loading...

299 Big Street, Govindpur, India

Open daily 10:00 AM to 10:00 PM

Bhaja Bhajare Bhaja Your Astrology Guru Lyrics In Odia Language

Kumar Bapi

Your Astrology Guru Lyrics

ଭଜ ଭଜରେ ଭଜ ଭଜ
ଭଜ ଭଜ ତୁ ଭଜ ଗୋବିନ୍ଦରେ

Bhaja Bhajare Bhaja Bhaja Your Astrology Guru Lyrics In Odia Language

ଭଜ ଭଜରେ ଭଜ ଭଜ
ଭଜ ଭଜରେ ଭଜ ଭଜ
ଭଜ ଭଜ ତୁ ଭଜ ଗୋବିନ୍ଦରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଜପ ଜପରେ ଜପ ଜପ
ଜପ ଜପରେ ଜପ ଜପ
ସେଇ ନାମରେ ବଡ ଆନନ୍ଦରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ


ନାମରେ ଆନନ୍ଦ ଧାମରେ ଆନନ୍ଦ
ଆନନ୍ଦ ସେ ପାଦ ତଳେ
ଗୋବିନ୍ଦ ଗୋବିନ୍ଦ ପଦରେ ଆନନ୍ଦ
ମିଳେ ଧନ ସବୁ ବେଳେ
ନାମରେ ଆନନ୍ଦ ଧାମରେ ଆନନ୍ଦ
ଆନନ୍ଦ ସେ ପାଦ ତଳେ
ଗୋବିନ୍ଦ ଗୋବିନ୍ଦ ପଦରେ ଆନନ୍ଦ
ମିଳେ ଧନ ସବୁ ବେଳେ
ଖୋଜ ଖୋଜରେ ଖୋଜ ଖୋଜ
ଖୋଜ ଖୋଜରେ ଖୋଜ ଖୋଜ
ନାହିଁ ତା ଠାରୁ ବଡ ସମ୍ପଦରେ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ


କରୁ କାହିଁ ଏତେ ଗର୍ବ ଅହଙ୍କାର
ଜୀବନ ତ ଦିନେ ଯିବ
ବାକି ଯେତେ ଦିନ ବଞ୍ଚିବୁରେ ଧନ
ଯୋଡ଼ିଦେ ତା ସାଥେ ଭାବ
କରୁ କାହିଁ ଏତେ ଗର୍ବ ଅହଙ୍କାର
ଜୀବନ ତ ଦିନେ ଯିବ
ବାକି ଯେତେ ଦିନ ବଞ୍ଚିବୁରେ ଧନ
ଯୋଡ଼ିଦେ ତା ସାଥେ ଭାବ
ବୁଝ ବୁଝରେ ବୁଝ ବୁଝ
ବୁଝ ବୁଝରେ ବୁଝ ବୁଝ
ଥରେ ବୁଝ ସେ ପୁଣ୍ୟ ଶବଦରେ

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ପଦୁ ଗଡ଼ୁଚି ମକରନ୍ଦ
ପଦୁ ଗଡ଼ୁଚି ମକରନ୍ଦ

Gobinda Padu Gaduchi Makaranda Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00