Loading...

299 Big Street, Govindpur, India

Open daily 10:00 AM to 10:00 PM

Tu Chaluthilu To Batare Your Astrology Guru Lyrics In Odia Font

Udit Narayan

Your Astrology Guru Lyrics

ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ

Tu Chaluthilu To Batare Your Astrology Guru Lyrics In Odia Language


ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ
ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜି ଗଲା ସେଇଠି ସେଇଠି
ମନ ହଜି ଗଲା ସେଇଠି ସେଇଠି
ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ



ମନ ଚୋରି ହୁଏ ବୋଲି
କାହାଣୀରେ ଶୁଣି ଥିଲି
ତତେ ଦେଖି ଦେଲା ପରେ
ଆପେ ଆପେ ବୁଝି ଗଲି
ମନ ଚୋରି ହୁଏ ବୋଲି
କାହାଣୀରେ ଶୁଣି ଥିଲି
ତତେ ଦେଖି ଦେଲା ପରେ
ଆପେ ଆପେ ବୁଝି ଗଲି
ତୋ ପରି ଝିଅଟିଏ
ସପନରେ ଦେଖି ଥିଲି
କେବେ ପୁଣି ଦେଖା ହେବ
ମନେ ମନେ ଖୋଜୁ ଥିଲି
ଆଖି ସାଥେ ଆଖି ହେଲା ଏକାଠି
ପାରିଲିନି ଆଉ ଲେଉଟି ଲେଉଟି
ପାରିଲିନି ଆଉ ଲେଉଟି ଲେଉଟି
ତୁ ଚାଲୁ ଥିଲୁ ତୋ ବାଟରେ
ମୁଁ ଚାଲୁ ଥିଲି ମୋ ବାଟରେ




ଜହ୍ନ ହସେ ଆକାଶରେ
ସଞ୍ଜ ନଇଁ ଗଲା ପରେ
ତୁ ହସୁଛୁ ମୋ ଆଖିରେ
ଅନ୍ଧାରରେ ଆଲୁଅରେ
ହୋ ଜହ୍ନ ହସେ ଆକାଶରେ
ସଞ୍ଜ ନଇଁ ଗଲା ପରେ
ତୁ ହସୁଛୁ ମୋ ଆଖିରେ
ଅନ୍ଧାରରେ ଆଲୁଅରେ
ମନ ମନ୍ଦିରରେ ମୋର
ସାଜିବୁ ତୁ ପୂଜାରିଣୀ
ମିଳନର ଇଲାକାରେ
ମୁଁ ରାଜା ତୁ ରାଣୀ
ଖୋଜୁଚି ମୁଁ ତତେ ଯେବେ ଯେଉଁଠି
ଲାଗୁଚି ତୁ ଅଛୁ ଏଇଠି କେଉଁଠି
ଲାଗୁଚି ତୁ ଅଛୁ ଏଇଠି କେଉଁଠି

ତୁ ଚାଲୁ ଥିଲୁ ତୋ ବାଟରେ
ମୁଁ ଚାଲୁ ଥିଲି ମୋ ବାଟରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜି ଗଲା ସେଇଠି ସେଇଠି
ମନ ହଜି ଗଲା ସେଇଠି ସେଇଠି
ମନ ହଜି ଗଲା ସେଇଠି ସେଇଠି
ମନ ହଜି ଗଲା ସେଇଠି ସେଇଠି


Tu Chaluthilu To Batare Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00