Your Astrology Guru Lyrics
ଭଲ କଥା ନୁହେଁ ଜଗତ ଗୋସାଇଁ
Bhala Katha Nuhen Jagata Gosain Your Astrology Guru Lyrics In Odia Language
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
କେଡେ ନିରିଦୟ ହେଲ
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ତିନିହେଁ ବସିବ ତିନୋଟି ରଥରେ
ମାଆଙ୍କର ରଥ କାହିଁ
ଭାଇ ଭଉଣୀଙ୍କୁ ସଭିଏଁ ଦେଖିବେ
ମାଆଙ୍କୁ ଦେଖିବେ ନାହିଁ
ତିନିହେଁ ବସିବ ତିନୋଟି ରଥରେ
ମାଆଙ୍କର ରଥ କାହିଁ
ଭାଇ ଭଉଣୀଙ୍କୁ ସଭିଏଁ ଦେଖିବେ
ମାଆଙ୍କୁ ଦେଖିବେ ନାହିଁ
କେଉଁ ଦୋଷେ ଅବା ମାଆଙ୍କୁ ଦଣ୍ଡିଲ
କେଉଁ ଦୋଷେ ଅବା ମାଆଙ୍କୁ ଦଣ୍ଡିଲ
କେଡେ ନିରିମମ ହେଲ
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ମୋ ସୁନା ମଣିମା ଫେରାଦି ହଉକି
ରାଜାଙ୍କୁ ଆଦେଶ ହେଉ
ଆଉ ଗୋଟେ ରଥ ଗଢେଇ ଦିଅ ହେ
ମହାଲକ୍ଷ୍ମୀ ନାଆଁ ରହୁ
ମୋ ସୁନା ମଣିମା ଫେରାଦି ହଉକି
ରାଜାଙ୍କୁ ଆଦେଶ ହେଉ
ଆଉ ଗୋଟେ ରଥ ଗଢେଇ ଦିଅ ହେ
ମହାଲକ୍ଷ୍ମୀ ନାଆଁ ରହୁ
ବଡ ତିନି ରଥ ଆଗେ ଆଗେ ଯାଉ
ବଡ ତିନି ରଥ ଆଗେ ଆଗେ ଯାଉ
ପଛେ ଆସୁ ଲକ୍ଷ୍ମୀ ରଥ
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
କେଡେ ନିରିଦୟ ହେଲ
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
କାହିଁକି କପଟ କଲ
କେଡେ ନିରିଦୟ ହେଲ
Bhala Katha Nuhen Jagata Gosain Your Astrology Guru Lyrics In Odia Language
Thank You