Loading...

299 Big Street, Govindpur, India

Open daily 10:00 AM to 10:00 PM

Bhanra Jagithila Your Astrology Guru Lyrics In Odia Language

Suresh Wadekar

Your Astrology Guru Lyrics

ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ

Bhanra Jagithila Fula Raniki Lo Your Astrology Guru Lyrics In Odia Language

ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ
ଭଲ ପାଉଥିଲା ଦେଲା ସେ ଭଣ୍ଡେଇ
ହସିବାକୁ କହି ଦେଲା ସେ କନ୍ଦେଇ
କେମିତି ସହିବ ତାର ଦେହ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ



ଫୁଲ ରାଣୀ ଯେବେ କଢ ହେଇଥିଲା
ଲାଗୁଥିଲା ସୁକୁମାରୀ
ଭଅଁର ପାଖରେ ପ୍ରେମ ଟିକେ ପାଇଁ
କରୁଥିଲା କେତେ ଅଳି
ହୋ..ଫୁଲ ରାଣୀ ଯେବେ କଢ ହେଇଥିଲା
ଲାଗୁଥିଲା ସୁକୁମାରୀ
ଭଅଁର ପାଖରେ ପ୍ରେମ ଟିକେ ପାଇଁ
କରୁଥିଲା କେତେ ଅଳି
ନିଦ ଦେଇଥିଲା ଦେଲାନି ସପନ
ଶହେ ନେଇଥିଲା ଦେଇଗଲା ଶୂନ
ଚାହିଁଲାନି ଥରେ ମୋଡି ମୁହଁ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ



ଗଲା ଯଦି ଯାଉ ମତେ ଭୁଲି ଯାଉ
ଭଲରେ ଯାଉ ତା ଦିନ
ମନେ ପଡ଼ିଲେକି ସମ୍ବାଳି ପାରିବ
ତାର ସୁକୁମାରୀ ମନ
ହଁ..ଗଲା ଯଦି ଯାଉ ମତେ ଭୁଲି ଯାଉ
ଭଲରେ ଯାଉ ତା ଦିନ
ମନେ ପଡ଼ିଲେକି ସମ୍ବାଳି ପାରିବ
ତାର ସୁକୁମାରୀ ମନ
ହାତ ଧରିଥିଲା ହାତ ଦେଲା ହାଣି
ବିଷ ଦେଇଦେଲା ମାଗିଥିଲି ପାଣି
ଏବେ ତ ଭରସା ଆଖି ଲୁହ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ
ଭଅଁର ଜଗିଥିଲା ଫୁଲ ରାଣୀକି ଲୋ
ନେଇଗଲା ରଜା ପୁଅ
ଭଲ ପାଉଥିଲା ଦେଲା ସେ ଭଣ୍ଡେଇ
ହସିବାକୁ କହି ଦେଲା ସେ କନ୍ଦେଇ
କେମିତି ସହିବ ତାର ଦେହ

Bhanra Jagithila Phula Raniki Lo Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00