Loading...

299 Big Street, Govindpur, India

Open daily 10:00 AM to 10:00 PM

Bhala Katha Nuhen Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ଭଲ କଥା ନୁହେଁ ଜଗତ ଗୋସାଇଁ

Bhala Katha Nuhen Jagata Gosain Your Astrology Guru Lyrics In Odia Language

ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
କେଡେ ନିରିଦୟ ହେଲ
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ



ତିନିହେଁ ବସିବ ତିନୋଟି ରଥରେ
ମାଆଙ୍କର ରଥ କାହିଁ
ଭାଇ ଭଉଣୀଙ୍କୁ ସଭିଏଁ ଦେଖିବେ
ମାଆଙ୍କୁ ଦେଖିବେ ନାହିଁ
ତିନିହେଁ ବସିବ ତିନୋଟି ରଥରେ
ମାଆଙ୍କର ରଥ କାହିଁ
ଭାଇ ଭଉଣୀଙ୍କୁ ସଭିଏଁ ଦେଖିବେ
ମାଆଙ୍କୁ ଦେଖିବେ ନାହିଁ
କେଉଁ ଦୋଷେ ଅବା ମାଆଙ୍କୁ ଦଣ୍ଡିଲ
କେଉଁ ଦୋଷେ ଅବା ମାଆଙ୍କୁ ଦଣ୍ଡିଲ
କେଡେ ନିରିମମ ହେଲ
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ



ମୋ ସୁନା ମଣିମା ଫେରାଦି ହଉକି
ରାଜାଙ୍କୁ ଆଦେଶ ହେଉ
ଆଉ ଗୋଟେ ରଥ ଗଢେଇ ଦିଅ ହେ
ମହାଲକ୍ଷ୍ମୀ ନାଆଁ ରହୁ
ମୋ ସୁନା ମଣିମା ଫେରାଦି ହଉକି
ରାଜାଙ୍କୁ ଆଦେଶ ହେଉ
ଆଉ ଗୋଟେ ରଥ ଗଢେଇ ଦିଅ ହେ
ମହାଲକ୍ଷ୍ମୀ ନାଆଁ ରହୁ
ବଡ ତିନି ରଥ ଆଗେ ଆଗେ ଯାଉ
ବଡ ତିନି ରଥ ଆଗେ ଆଗେ ଯାଉ
ପଛେ ଆସୁ ଲକ୍ଷ୍ମୀ ରଥ

ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
ଲକ୍ଷ୍ମୀ ମାଆଙ୍କୁ ଦେଉଳରେ ଛାଡି
କେଡେ ନିରିଦୟ ହେଲ
ଭଲ କଥା ନୁହେଁ ଜଗତ ଗୋସାଇଁ
ଭଲ କଥା ନୁହେଁ ଜଗତ ଗୋସାଇଁ
କାହିଁକି କପଟ କଲ
କାହିଁକି କପଟ କଲ
କେଡେ ନିରିଦୟ ହେଲ


Bhala Katha Nuhen Jagata Gosain Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00