Loading...

299 Big Street, Govindpur, India

Open daily 10:00 AM to 10:00 PM

Chiri Delu Fadi Delure Your Astrology Guru Lyrics In Odia Font

Human Sagar

Your Astrology Guru Lyrics

ଗୋରୀ ତୋର ଟିଉସନକୁ ଗଲା ବାଟରେ

Chiri Delu Fadi Delure Your Astrology Guru Lyrics In Odia Language


ଗୋରୀ ତୋର ଟିଉସନକୁ ଗଲା ବାଟରେ
ଜଗୁ ଥିଲି ତତେ ମୁଁ ରାଣୀ ହାଟରେ
ଗୋରୀ ତୋର ଟିଉସନକୁ ଗଲା ବାଟରେ
ଜଗୁ ଥିଲି ତତେ ମୁଁ ରାଣୀ ହାଟରେ
ଗୋରୀ ତୋର ଟିଉସନକୁ ଗଲା ବାଟରେ
ଜଗୁ ଥିଲି ତତେ ମୁଁ ରାଣୀ ହାଟରେ
ତୋ ରିବନ ବନ୍ଧା ବାଳ ମୋ ମନ କଲା ଚଞ୍ଚଳ
ତୋ ରିବନ ବନ୍ଧା ବାଳ ମୋ ମନ କଲା ଚଞ୍ଚଳ
ଯୋଉଦିନ ମୁଁ ଦେଲି ତତେ ଲଭ ଅଫର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର


ଟ୍ରାଫିକ ପାଖ ଛକ ଆଗରେ ହଙ୍ଗାମା କଲୁ
ଅଜଣା କହି ଅଚିନ୍ହା ହେଇ ରଙ୍ଗ କାଢ଼ିଲୁ
ଏ ଫୁଲେଇ ଜହ୍ନ କେମିତି ଧନ ପର ତୁ କଲୁ
ପାଦରେ ଦଳି ଗୋଲାପ କଢି ଚାଲି ତୁ ଗଲୁ
ତୋ ବାପାକୁ ଦେଲୁ କହି ତୋ ଭାଇକୁ ଦେଲୁ କହି
ତୋ ବାପାକୁ ଦେଲୁ କହି ତୋ ଭାଇକୁ ଦେଲୁ କହି
ଗୋଲଡେନିଆ ହାର୍ଟକୁ ତୋ କଲୁ ପଥର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର





ଦେବଦାସ ହେଇଯିବି ଜାଣିଥା ପାର
ଭାବିବୁନି ଏରା ଗେରା ଲଫଙ୍ଗା ବର
ଏ ନକଲି ବୋଲି କହିବୁନି ପ୍ରେମକୁ ମୋର
ଉଠେଇ ନେଲେ ରହିବନି ଛଇଟା ତୋର
ତୋ କ୍ୟୁଟନେଶ ଦେଖି ମୋ ଦିଲଟା ଗଲା ଲାଖି
ତୋ କ୍ୟୁଟନେଶ ଦେଖି ମୋ ଦିଲଟା ଗଲା ଲାଖି
ଯୋଉ ଦିନଠୁ ଜାଣିଗଲା ସାରା ସହର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର
ଚିରି ଦେଲୁ ଫାଡ଼ି ଦେଲୁରେ ମୋର ଲଭ ଲେଟର


Chiri Delu Fadi Delure Your Astrology Guru Lyrics In Odia Font





Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00