Table of Contents
Your Astrology Guru Lyrics
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
Bichitra Barna He Your Astrology Guru Lyrics In Odia Language
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
ଅନନ୍ତ ଅସୀମ ଅବର୍ଣ୍ଣନୀୟ ହେ
ତୁମେ ତ ବିଶ୍ୱ ରୂପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ
ଶିଶୁର ଓଠରେ ତୁମେ ଫିକି ଫିକି ହସ
ବୃଦ୍ଧର କଣ୍ଠରେ ତୁମେ ଗୀତା ଭାଗବତ
ଶିଶୁର ଓଠରେ ତୁମେ ଫିକି ଫିକି ହସ
ବୃଦ୍ଧର କଣ୍ଠରେ ତୁମେ ଗୀତା ଭାଗବତ
ସଧବା ସିନ୍ଦୂରେ ତୁମେ
ବିଧବା ଲୁହରେ ତୁମେ
ସଧବା ସିନ୍ଦୂରେ ତୁମେ
ବିଧବା ଲୁହରେ ତୁମେ
ଆଶାର ସନ୍ଧ୍ୟା ଦୀପ
ବିଚିତ୍ର ବର୍ଣ୍ଣା ହେ କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ
କଦମ୍ବ ବନରେ ତୁମେ ରାଧା ଅଭିସାର
ଅଶୋକ ବନରେ ତୁମେ ସୀତା ଲୁହ ଧାର
କଦମ୍ବ ବନରେ ତୁମେ ରାଧା ଅଭିସାର
ଅଶୋକ ବନରେ ତୁମେ ସୀତା ଲୁହ ଧାର
କଂସର କୋପରେ ତୁମେ
ରାବଣ ପାପରେ ତୁମେ
କଂସର କୋପରେ ତୁମେ
ରାବଣ ପାପରେ ତୁମେ
ନିର୍ଲିପ୍ତ ନିର୍ବି କଳ୍ପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
ଅନନ୍ତ ଅସୀମ ଅବର୍ଣ୍ଣନୀୟ ହେ
ତୁମେ ତ ବିଶ୍ୱ ରୂପ
ବିଚିତ୍ର ବର୍ଣ୍ଣା ହେ…କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ
କି ବର୍ଣ୍ଣିବି ତୁମ ରୂପ
Bichitra Barna He Your Astrology Guru Lyrics In English Font
Bichitra Barna He… Ki Barnibi Tuma Rupa
Bichitra Barna He… Ki Barnibi Tuma Rupa
Ananta Asima Abarniya He
Tume Ta Biswa Rupa
Bichitra Barna He… Ki Barnibi Tuma Rupa
Ki Barnibi Tuma Rupa
Sisura Othare Tume Fiki Fiki Hasa
Brudhara Kanthare Tume Gita Bhagabata
Sisura Othare Tume Fiki Fiki Hasa
Brudhara Kanthare Tume Gita Bhagabata
Sadhaba Sindure Tume
Bidhaba Luhare Tume
Sadhaba Sindure Tume
Bidhaba Luhare Tume
Ashara Sandhya Dipa
Bichitra Barna He Ki Barnibi Tuma Rupa
Ki Barnibi Tuma Rupa
Kadamba Banare Tume Radha Abhisara
Asoka Banare Tume Sita Luha Dhara
Kadamba Banare Tume Radha Abhisara
Asoka Banare Tume Sita Luha Dhara
Kansara Kopare Tume
Rabana Papare Tume
Kansara Kopare Tume
Rabana Papare Tume
Nilipta Nirbi Kalpa
Bichitra Barna He… Ki Barnibi Tuma Rupa
Bichitra Barna He… Ki Barnibi Tuma Rupa
Ananta Asima Abarniya He
Tume Ta Biswa Rupa
Bichitra Barna He… Ki Barnibi Tuma Rupa
Ki Barnibi Tuma Rupa
Ki Barnibi Tuma Rupa
Ki Barnibi Tuma Rupa
Thank You