299 Big Street, Govindpur, India

Open daily 10:00 AM to 10:00 PM

Blog

ଜାଣନ୍ତୁ କୁଣ୍ଡଳୀର ବୃଷ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ବୃଷରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ … ଅଧିକ ପଢନ୍ତୁ

ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଈ, ଉ, ଏ, ଓ, ବା, ବୀ, ବୁ, ବେ, ବୋ)ରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା । (୨)- ବୃଷରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଈ, ଉ, ଏ, ଓ, ବା, ବୀ, ବୁ, ବେ, … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ ୨୦୨୧ ମସିହା ଜାନୁୟାରୀ ମାସଟି (ଧନୁ, ମକର, କୁମ୍ଭ, ମୀନ) ରାଶିର

ଧନୁ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ । ନୂତନ କର୍ମପ୍ରାପ୍ତିର … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ ୨୦୨୧ ମସିହା ଜାନୁୟାରୀ ମାସଟି (ସିଂହ, କନ୍ୟା, ତୁଳା, ବିଛା) ରାଶିର

ସିଂହ:-  ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଦେହମନ ଭଲ ରହିବ ଓ ଶାନ୍ତି ପାଇବେ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ବ୍ୟବସାୟରେ ସଫଳତା, ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର … ଅଧିକ ପଢନ୍ତୁ

Monthly Horoscope- କେମିତି କଟିବ ୨୦୨୧ ମସିହା ଜାନୁୟାରୀ ମାସଟି (ମେଷ, ବୃଷ, ମିଥୁନ, କର୍କଟ) ରାଶିର

ମେଷ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଗୃହସ୍ଥ ଜୀବନ ସୁଖମୟ ହେବ। ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟକରି ପଦୋନ୍ନତି ପାଇବେ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟସହଯୋଗ ମିଳିବ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ। ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ ହେବ। ଜନ ସମ୍ପର୍କ ବୃଦ୍ଧି ପାଇବ। ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ … ଅଧିକ ପଢନ୍ତୁ

ଘରେ ରଖନ୍ତୁ ଏହି ୨୫ଟି ବସ୍ତୁ, ରହିବନି କୌଣସି ବାସ୍ତୁ ସମସ୍ଯା- Vastu Tips

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ନିମ୍ନଲିଖିତ ବସ୍ତୁ ରଖିଲେ ସୁଖ ସମୃଦ୍ଧି ବୃଦ୍ଧିହୋଇ ସବୁ ସଙ୍କଟ ଦୂର ହୋଇଥାଏ । ପ୍ରାଚୀନ କାଳରେ ଲୋକମାନେ ଘରେ ଏହି ଜିନିଷ ରଖୁଥିଲେ । କାରଣ ପ୍ରତ୍ୟେକ ବସ୍ତୁ ଗ୍ରହ ନକ୍ଷତ୍ର ସହିତ ଜଡିତ ହୋଇଛି । କହିବାକୁ ଗଲେ ଏହି ବସ୍ତୁକୁ ରଖିଲେ ଜୀବନରେ ସୁଧାର ଆସିବା ସହ ନିରୋଗରେ ସୁସ୍ଥ ଶରୀରରେ ଜୀବନ ଯାପନ କରିପାରିବେ ଓ ଭବିଷ୍ୟତ ବଂଶଧରମାନେ ମଧ୍ୟ … ଅଧିକ ପଢନ୍ତୁ

ଘରେ କୁକୁର ପାଳୁଛନ୍ତି କି, ଜାଣନ୍ତୁ ଏହି ଖାସ କଥା- Shakuna Apasakuna

ଆଜିକାଲି ସମସ୍ତେ ବିଦେଶୀ କୁକୁର ପାଳନ କରିବାର ଅଭ୍ୟାସ ବଢିଯାଇଛି । ଦେଶୀ କୁକୁରମାନେ ରାସ୍ତା କଡରେ ଭୋକ ଉପାସରେ ମରିଯାଉଛନ୍ତି, କିଏ କାର୍ ବା ଟ୍ରାକ୍ ତଳେ ପଡି ମଧ୍ୟ କରିଯାଉଛନ୍ତି । ହିନ୍ଦୁ ଧର୍ମରେ କୁକୁର ପାଳନ କରିବାକୁ ବାରଣ କରାଯାଇଛି । ଆସନ୍ତୁ ଜାଣିବା କୁକୁର ପାଳନ କଲେ ତାର ୫ପ୍ରକାର ଲାଭ ହୁଏ ଓ ୨ ପ୍ରକାର କ୍ଷତି ହୁଏ । ୧- କୁକୁର … ଅଧିକ ପଢନ୍ତୁ

ଯଦି କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ସକାଳୁ ଉଠି ଏହି କାମ ନିଶ୍ଚିତ କରନ୍ତୁ

ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ପ୍ରାତଃ ସମୟରେ ଆମର ମସ୍ତିଷ୍କ ବହୁତ ସମ୍ବେଦନଶୀଳ ଥାଏ । ଏପରି ସ୍ଥିତିରେ, ଯଦି ସେ ସକରାତ୍ମକ ଜିନିଷ ଗ୍ରହଣ କରେ ତେବେ ଜୀବନରେ କେବଳ ସକରାତ୍ମକ ଘଟଣା ଘଟିବ । ତେଣୁ ଯଦି ଆପଣ ସକାଳେ କୌଣସି ଶୁଭ ଦର୍ଶନ କରନ୍ତି ଓ … ଅଧିକ ପଢନ୍ତୁ

ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, ଆ)ରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା । (୧)- ମେଷରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ, ଲା, ଲି, ଲୁ, ଲେ, ଲୋ, … ଅଧିକ ପଢନ୍ତୁ

ବୈବାହିକ ଜୀବନରେ ସୁଖରେ ରହିବା ପାଇଁ କରନ୍ତୁ ଏହି ୧୪ ଟି ଉପାୟ- Vastu Tips

ବିବାହ ଏକ ପବିତ୍ର ବନ୍ଧନ, ଯାହାକୁ ନେଇ ଏ ସଂସାର ନିର୍ମିତ । ବିବାହ ପୂର୍ବରୁ ସମସ୍ତ ପୁଅ ଓ ଝିଅ ମାନେ ନିଜ ନିଜ ଜୀବନସାଥୀଙ୍କୁ ନେଇ ବହୁତ ସ୍ଵପ୍ନ ଦେଖି ଥାନ୍ତି । କିନ୍ତୁ ବିବାହ ପରେ ଜୀବନସାଥୀ ଯଦି ଭଲ ନୁହେଁ ତ ଦାମ୍ପତ୍ୟ ଜୀବନ ବହୁତ ଦୁଃଖ କଷ୍ଟର ବିତେ । ତେବେ ଆଜିକାଲି ଏଭଳି ବହୁତ ଯୋଡି ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ସମ୍ପର୍କ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଡିସେମ୍ବର 21 ତାରିଖ ରୁ ଡିସେମ୍ବର 27 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ଶରୀର ସୁସ୍ଥ ରହିବ। ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ସରକାରୀ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତ୍କାରରେ ସଫଳହେବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ … ଅଧିକ ପଢନ୍ତୁ

ଜାଣନ୍ତୁ କୁଣ୍ଡଳୀର ମେଷ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଜନ୍ମ ସମୟରେ ମେଷ ଠାରୁ ମୀନରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା :- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । … ଅଧିକ ପଢନ୍ତୁ

Numerology: ମୂଳାଙ୍କ 9 ବା (୯, ୧୮ ଓ ୨୭) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

୯- ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ। A B C D E F G H I J K L M N O P Q R S T U V W X … ଅଧିକ ପଢନ୍ତୁ

Numerology: ମୂଳାଙ୍କ 8 ବା (୮, ୧୭ ଓ ୨୬) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X … ଅଧିକ ପଢନ୍ତୁ

Numerology: ମୂଳାଙ୍କ 7 ବା (୭, ୧୬ ଓ ୨୫) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X … ଅଧିକ ପଢନ୍ତୁ