Loading...

299 Big Street, Govindpur, India

Open daily 10:00 AM to 10:00 PM

Mana Tate Deideli Your Astrology Guru Lyrics In Odia Font

Pamela Jain Udit Narayan

Your Astrology Guru Lyrics

ମନ ତତେ ଦେଇ ଦେଲି ଦବାର ଥିଲା

Mana Tate Deideli Your Astrology Guru Lyrics In Odia Language

ପୁଅ
ହେ ହେ ହୋ ହୋ ହୁଁ ହୁଁ ଲା ଲା

ପୁଅ
ମନ ତତେ ଦେଇ ଦେଲି ଦବାର ଥିଲା
ଜୀବନବି ତତେ ଦେବି କଥା ରହିଲା
ଝିଅ
ମନ ତତେ ଦେଇ ଦେଲି ଦବାର ଥିଲା
ଜୀବନବି ତତେ ଦେବି କଥା ରହିଲା
ପୁଅ
କଥା କାଲି ଯାହା ଥିଲା ତ ଅକୁହା
ଆଜି ତତେ କହିଲି ଖୋଲି
ତତେ……..
ତତେ ଭଲ ପାଉଚି ବୋଲି
ତତେ……..
ତତେ ଭଲ ପାଉଚି ବୋଲି


ପୁଅ
ତତେ ଭଲ ପାଉ ପାଉ ଋତୁ ଗଲା ବଦଳି
ଝିଅ
ଡାଳ ଥିଲା ଖାଲି ଖାଲି ଫୁଲ ଗଲା ବଉଳି
ପୁଅ
ହେ ହେ ହେ ହେ ଆହା ହା ହା ହା
ଫୁଲ ପରି ଲାଗେ ମତେ ପ୍ରିୟା ତୋର ଚେହେରା
ଝିଅ
ଚାଲୁ ଚାଲୁ ତୋ ସାଥିରେ ବାଟ ଲାଗେ ନିଆରା
ପୁଅ
ସେ ବାଟରେ ଚାଲି ଗଲି ଯିବାର ଥିଲା
ଛାଡିବିନି ହାତ ତୋର ରାଣ ରହିଲା
ଝିଅ
ତୋ ରାଣ ସାଥିରେ ମୋ ରାଣ ପକେଇ
ଆଜି ଏତେ ଭରସା କଲି
ତତେ…..
ତତେ ଭଲ ପାଉଚି ବୋଲି
ପୁଅ
ତତେ…..
ତତେ ଭଲ ପାଉଚି ବୋଲି


ଝିଅ
ମୋ ଜୀବନେ ଗଲା ଆଜି ମହୁ ମେଘ ବରଷି
ପୁଅ
ସେଇ ମହୁ ମୋ ଓଠରେ କିଏ ଦେଲା ପରସି
ଝିଅ
ହାଁ ମୋ ଓଠରୁ ଆଜି କାହିଁ ହସ ଜମା ସରୁନି
ପୁଅ
ତୋ ପାଖରୁ ସାଥି ମୋର ମନ ଆଉ ଫେରୁନି
ଝିଅ
ସାଥି ତୋର ହେଇଗଲି ହବାର ଥିଲା
ସାଥିରେ ଜିଇଁବି ତୋର ଲେଖା ରହିଲା
ପୁଅ
ଲେଖି ଦେଇ ତୋର ନାଁ ମୋ ଛାତିରେ
ଦୁନିଆକୁ ଯାଇଚି ଭୁଲି
ତତେ…..
ତତେ ଭଲ ପାଉଚି ବୋଲି
ପୁଅ-ଓ-ଝିଅ
ତତେ…..
ତତେ ଭଲ ପାଉଚି ବୋଲି

Mana Tate Deideli Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00