Table of Contents
Your Astrology Guru Lyrics
ଲେଖାଥିଲା ବଗିଚାରେ
Chihna Eka Saharare Your Astrology Guru Lyrics In Odia Language
ଲେଖାଥିଲା ବଗିଚାରେ
ହୁଁ ଚିନ୍ହା ଏକ ସହରରେ
ଲେଖାଥିଲା ବଗିଚାରେ
ଫୁଲ ତୋଳିବା ତ ଦୂରର କଥା
ଏଠି ଫୁଲକୁ ଛୁଇଁବା ମନା ହାଏ
ଏଠି ଫୁଲକୁ ଛୁଇଁବା ମନା
ହୋ ମଳୟ ପବନ ଆସି
ବଗିଚାରେ ଗଲା ପଶି
ଲେଖା ପଢିବା ତ ଦୂରର କଥା
ଫୁଲ ଛୁଇଁ ଗଲା ହସି ହସି
ଫୁଲ ଛୁଇଁ ଗଲା ହସି ହସି
ଏଇ ସହରର ସବୁ ଝିଅ
ସେଇ ବଗିଚାର ଫୁଲ ପରି
ଦେଖିବାରେ ନାହିଁ ମନା ହେଲେ
ଛୁଇଁ ଦେଲେ ଅସୁବିଧା ଭାରି
ଏଇ ମନ ମୋର ଦୃଷ୍ଟ ଭାରି
ସେଇ ଚଗଲା ପବନ ପରି
ସବୁ ଝିଅଙ୍କୁ ସେ ଛୁଇଁ ଦିଏ
ପବନ ଛୁଇଁଲା ପରି
ଉଞ୍ଚା ଉଞ୍ଚା ପାହାଡରେ
ଲେଖା ଥିଲା ବୁଲାଣିରେ
ହୁଁ ଉଞ୍ଚା ଉଞ୍ଚା ପାହାଡରେ
ଲେଖା ଥିଲା ବୁଲାଣିରେ
ଯୋଉ ବାଟ ଉଠାଣିରେ ଉଞ୍ଚାକୁ ଯାଏ
ସେଇ ବାଟରେ ଫେରିବା ମନା ହାଏ
ସେଇ ବାଟରେ ଫେରିବା ମନା
ହୋ ଚଗଲା ପାହାଡି ମେଘ
କୋଉଠୁ ଅସିଲା ଭାସି
ଯୋଉ ବାଟେ ସଭିଙ୍କୁ ଫେରିବା ମନା
ସେଇ ବାଟେ ଫେରିଗଲା ହସି ହାଏ
ସେଇ ବାଟେ ଫେରିଗଲା ହସି
ହୁଁ ହୃଦୟଟା ମୋର ଅଙ୍କା ବଙ୍କା ବାଟ
କାହାରିକୁ ମନା ନାହିଁ
କେତେ ଆସି ଗଲେଣି ଏ ବାଟେ
କାହାକୁ ଫେରିବା ଦେଖି ନାହିଁ
ହୁଁ ସ୍ମୁତି ମୋର ସେଇ ପାହାଡିଆ ମେଘ
ତାକୁ କେ କରିବ ମନା
କେବେ ଯାଏ କେବେ ଫେରେ କେବେ
ବରଷିବ ନାହିଁ ଠିକଣା
ଭସା ମେଘ ସହରରେ
ଲେଖା ଥିଲା ବଗିଚାରେ
ହୁଁ ଭଷା ମେଘ ସହରରେ
ଲେଖା ଥିଲା ବଗିଚାରେ
ହାତ ନ ବଢ଼େଇ ଦୂରରୁ ଦେଖ
ଏଠି ଫୁଲକୁ ତୋଳିବା ମନା ହାଏ
ଏଠି ଫୁଲକୁ ତୋଳିବା ମନା
ହୋ ପାଗଳ ଭଅଁର ଆସି ଭିତରକୁ ଗଲା ପଶି
ବଗିଚାରେ ଥିଲା ଯେତିକି ଫୁଲ
ଚୁମି ଚୁମି ଗଲା ହସି ହସି
ଚୁମି ଚୁମି ଗଲା ହସି ହସି
ଫୁଲ ଛୁଇଁ ଗଲା ହସି ହସି ହାଏ
ଫୁଲ ଛୁଇଁ ଗଲା ହସି ହସି
Chihna Eka Saharare Your Astrology Guru Lyrics In Odia Font
Thank You